ତାଜା ଖବର ରାଜ୍ୟ ମାଲକାନଗିରି ପୂର୍ବତନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ମିଳିଲା ଆଶ୍ବସ୍ତି February 7, 2025 Papirani ମାଲକାନଗିରିର ତତ୍କାଳୀନ ଜିଲ୍ଲାପାଳ ମନୀଷ ଅଗ୍ରୱାଲଙ୍କୁ ଆଶ୍ବସ୍ତି । ନିମ୍ନ ଅଦାଲତଙ୍କ ଜାମିନ ବିହିନ ଗିରଫ ପରୱାନା (ଏନବିଡବ୍ଲ୍ୟୁ) ଉପରେ ରୋକ୍ ଲଗାଇଲେ ହାଇକୋର୍ଟ । ମାଲକାନଗିରି ଜିଲ୍ଲାର ବହୁ ଚର୍ଚ୍ଚିତ ପୂର୍ବତନ ଜିଲ୍ଲାପାଳଙ୍କ ପିଏ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ…
ତାଜା ଖବର ରାଜ୍ୟ ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସମେତ ୫ ଜଣଙ୍କୁ ଗିରଫ କଲା ଭିଜିଲାନ୍ସ February 7, 2025 Papirani ମାଲକାନଗିରି ଜଳବିଭାଜିକା ଉପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସମେତ ୫ ଜଣଙ୍କୁ ଗିରଫ କରିଛି ଭିଜିଲାନ୍ସ ଟିମ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ସହ ସରକାରୀ ଟଙ୍କା ହଡ଼ପ ମାମଲାରେ ଶାନ୍ତନୁ ମହାପାତ୍ରଙ୍କୁ ଗିରଫ କରିବା ସମେତ ସରକାରୀ ଅର୍ଥ…
ତାଜା ଖବର ଦେଶ ମହାକୁମ୍ଭ ମେଳାରେ ପୁଣି ଅଗ୍ନିକାଣ୍ଡ February 7, 2025 Papirani ମହାକୁମ୍ଭ ମେଳାରେ ପୁଣି ଥରେ ଅଗ୍ନିକାଣ୍ଡ ହୋଇଛି । ସେକ୍ଟର ୧୮ ଶଙ୍କରାଚାର୍ଯ୍ୟ ମାର୍ଗରେ ନିଆଁ ଲାଗିଛି । ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରାଯାଇଛି । ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇ ନ ଥିବା…
ତାଜା ଖବର ଦେଶ ବ୍ୟବସାୟ ୫ ବର୍ଷ ପରେ ଖସିଲା ରେପୋ ରେଟ୍ February 7, 2025 Papirani ପ୍ରାୟ ୫ ବର୍ଷ ପରେ ଖସିଲା ରେପୋ ରେଟ୍ । ରେପୋ ରେଟ୍ରେ ପରିବର୍ତ୍ତନ ଆଣିଲା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ । ମୁଦ୍ରାନୀତିକୁ ନେଇ ଆଜି ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରାଙ୍କ ସୂଚନା ଦେଇ କହିଛନ୍ତି ୫ ବର୍ଷ ପରେ ରେପୋ…
ତାଜା ଖବର ଦେଶ ରାଜନୀତି ଦୁର୍ନୀତିରେ ବୁଡ଼ିରହିଛି କଂଗ୍ରେସ; ରାଜ୍ୟସଭାରେ ଟାର୍ଗେଟ କଲେ ମୋଦୀ February 6, 2025 Papirani ରାଜ୍ୟସଭାରେ ଧନ୍ୟବାଦ ପ୍ରସ୍ତାବରେ ସମ୍ବୋଧନ ବେଳେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସ କେବଳ ପରିବାରରେ ସୀମିତ କିନ୍ତୁ ଆମର ବିକାଶ ମଡେଲକୁ ସବୁଆଡ଼ୁ ଜନତା ସମର୍ଥନ ଦେଉଛନ୍ତି । ଆମର ବିକାଶର…
ତାଜା ଖବର ରାଜ୍ୟ ବଦଳିବ ଭୂମିହୀନଙ୍କ ସଂଜ୍ଞା: ସୁରେଶ ପୂଜାରୀ February 6, 2025 Papirani ବଦଳିବ ଭୂମିହୀନଙ୍କ ସଂଜ୍ଞା । ଜାଗା ସରକାର ଦେବେ ବୋଲି ଆଜି କହିଛନ୍ତି ମନ୍ତ୍ରୀ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି ସେଟଲମେଣ୍ଟ ଆକ୍ଟ ଅନୁଯାୟୀ ଜାଗା ମିଳିବ । ଉତ୍ତରାଧିକାରୀ ସୂତ୍ରରୁ ୪ ଡିସିମିଲରୁ କମ୍ ଥିଲେ…
ତାଜା ଖବର ରାଜ୍ୟ ନିଶା ନିବାରଣ କେନ୍ଦ୍ରରେ ଅନ୍ତେବାସୀଙ୍କ ସନ୍ଦେହଜନକ ମୃତ୍ୟୁ; ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ February 6, 2025 Papirani ପୁଣି ଏକ ନିଶା ନିବାରଣ କେନ୍ଦ୍ର ବିରୋଧରେ ଆସିଲା ହତ୍ୟା ଅଭିଯୋଗ। ନିଶା ଛାଡ଼ିବା ପାଇଁ ନିଶା ନିବାରଣ କେନ୍ଦ୍ରରେ ଛାଡ଼ିଥିଲେ କିନ୍ତୁ ମିଳିଲା ମୃତ ଦେହ। ଭୁବନେଶ୍ୱର ଝାରପଡ଼ା ମହାଦେବ ନଗର ସ୍ଥିତ ଏକ ନିଶା ନିବାରଣ କେନ୍ଦ୍ରରେ ରହସ୍ୟମୟ…
ତାଜା ଖବର ଦେଶ ମଧ୍ୟପ୍ରଦେଶରେ ମିରେଜ୍ ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ February 6, 2025 Papirani ମଧ୍ୟପ୍ରଦେଶରେ ମିରେଜ୍ ଫାଇଟର ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ । ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ବାୟୁସେନାର ଯୁଦ୍ଧ ବିମାନ ‘ମିରାଜ-୨୦୦୦’ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି । ନିୟମିତ ଟ୍ରେନିଂ ବେଳେ ଏହି ଦୁର୍ଘଟଣାଗ୍ରସ୍ତ ଘଟିଛି । ଦୁର୍ଘଟଣା ବିଷୟରେ ଖବର ମିଳିବା ପରେ ସ୍ଥାନୀୟ…
ତାଜା ଖବର ରାଜନୀତି ରାଜ୍ୟ ଅଶ୍ଲୀଳ ନୃତ୍ୟ ବନ୍ଦ ହେବା ପାଇଁ ହୋଇଥିବା ବାବୁ ସିଂଙ୍କ ଠେଙ୍ଗା ବାହିନୀକୁ ନେଇ ବୟାନବାଜି ଆରମ୍ଭ February 6, 2025 Papirani ଏକାମ୍ର ବିଧାୟକ ବାବୁ ସିଂହ ଗଠନ କରିଛନ୍ତି ଠେଙ୍ଗା ବାହିନୀ । ଖଣ୍ଡଗିରି ଯାତ୍ରାରେ ଅଶ୍ଲୀଳ ନୃତ୍ୟ ପ୍ରଦର୍ଶନକୁ ରୋକିବା ପାଇଁ ବାବୁ ସିଂ ଗଢିଥିବା ଠେଙ୍ଗା ବାହିନୀକୁ ନେଇ ଏବେ ଆରମ୍ଭ ହୋଇଛି ବୟାନବାଜି । ଆଜି ବାବୁ ସିଂଙ୍କ…
ତାଜା ଖବର ରାଜ୍ୟ ଷୋଡ଼ଶ ଅର୍ଥ କମିଶନଙ୍କ ନିକଟରେ ଦାବି ରଖିଲେ ରାଜ୍ୟ ସରକାର February 6, 2025 Papirani ଷୋଡ଼ଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ସହ ଶେଷ ହୋଇଛି ବୈଠକ । ଷୋଡ଼ଶ ଅର୍ଥ କମିଶନଙ୍କ ସହ ରାଜ୍ୟ ସରକାରଙ୍କ ବୈଠକରେ ବିଭିନ୍ନ ଦାବି ରଖିଥିବା ନେଇ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସାମ୍ବାଦିକ…