Category: ତାଜା ଖବର

ଅଧିକ କୀଟନାଶକ ବ୍ୟବହାର ଯୋଗୁଁ ବଢୁଛି କ୍ୟାନସର୍: ପୃଥ୍ବୀରାଜ ହରିଚନ୍ଦନ

ଚାଷରେ ଅଧିକ କୀଟନାଶକ ଏବଂ ସାରର ବ୍ୟବହାର ଯୋଗୁଁ କ୍ୟାନସର ରୋଗୀଙ୍କ ସଂଖ୍ୟା ବଢ଼ାଉଛି ବୋଲି ଆଜି ବିଧାନସଭା ଗୃହରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ପାଇଁ ଉତ୍ତର ରଖିଛନ୍ତି…

ଚଳିତ ବର୍ଷ ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣିଛନ୍ତି ସରକାର

ଆଜି ବିଧାନସଭା ଗୃହରେ ଉଠିଲା ଧାନକିଣା ପ୍ରସଙ୍ଗ। ଚଳିତ ବର୍ଷ ସରକାର କିଣିଛନ୍ତି ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ। ଏନେଇ ବିଧାନସଭାରେ ଉତ୍ତର ରଖିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ସେ କହିଛନ୍ତି ଗତ ବର୍ଷ ଅପେକ୍ଷା ୨୬…

କୁନି କୁନି ପିଲାମାନଙ୍କୁ ଖଡ଼ି ଛୁଆଁଇଲେ ମୁଖ୍ୟମନ୍ତ୍ରୀ

ଆଜି କୁନି କୁନି ପିଲାଙ୍କ ପାଇଁ ଅନୁଷ୍ଠିତ ହୋଇଛି ଖଡ଼ି ଛୁଆଁ କାର୍ଯ୍ୟକ୍ରମ । ପାରମ୍ପରିକ ରୀତିନୀତିରେ ପିଲାଙ୍କର ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳନ କରାଯାଇଛି। ଆଜି ଭୁବନେଶ୍ବରର ବଡ଼ଗଡ଼ ସରକାରୀ ଉଚ୍ଚ ବିଦ୍ୟାଳୟରେ ଶିଶୁ ବାଟିକାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ…

ଆଜି ସଂସଦରେ ଉପସ୍ଥାପନ ହେବ ୱାକଫ୍ ସଂଶୋଧନ ବିଲ୍

ଆଜି ସଂସଦରେ ଉପସ୍ଥାପନ ହେବ ୱାକଫ୍ ସଂଶୋଧନ ବିଲ୍ ।ଲୋକସଭାରେ ୱାକଫ୍ ସଂଶୋଧନ ବିଲ୍ ଆଗତ କରିବେ ସରକାର । ସମସ୍ତ ରାଜନୈତିକ ଦଳ ସହିତ ବ୍ୟାପକ ପରାମର୍ଶ ପରେ, ଆଜି ଲୋକସଭାରେ ୱାକଫ୍‌ ସଂଶୋଧନ ବିଲ୍ ଆଗତ କରାଯିବ। ୮…

ଏପ୍ରିଲ ୧ ରୁ ୧୪ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

୧ ଏପ୍ରିଲ୍ ‘ଓଡ଼ିଶା ଦିବସ’ ଠାରୁ ୧୪ ଏପ୍ରିଲ୍ ‘ଓଡ଼ିଆ ନବବର୍ଷ’ ପର୍ଯ୍ୟନ୍ତ ଏହି ୧୪ ଦିନ ଆମେ ‘ଓଡ଼ିଆ ପକ୍ଷ’ ଭାବେ ପାଳନ ହେବ। ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଛନ୍ତି ଯେ, ଏହି ପକ୍ଷର ପ୍ରତ୍ୟେକ ମୁହୂର୍ତ୍ତ…

ଓଡ଼ିଶାବାସୀଙ୍କୁ ‘ଉତ୍କଳ ଦିବସ’ର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

ଆଜି ହେଉଛି ପବିତ୍ର ଉତ୍କଳ ଦିବସ । ଓଡ଼ିଶା ଇତିହାସରେ ଏକ ଅବିସ୍ମରଣୀୟ ଦିବସ। ଓଡ଼ିଆ ଜାତିର ଗର୍ବ ଓ ଗୌରବ ବହନ କରୁଥିବା ଏହି ତାରିଖଟିକୁ ଉତ୍କଳ ଦିବସ ଭାବେ ପାଳନ କରିଆସୁଛି ସମ୍ପୂର୍ଣ୍ଣ ରାଜ୍ୟ । ୧୯୩୬ ମସିହା…

୪୧ ଟଙ୍କା ଶସ୍ତା କମିଲା କମର୍ସିଆଲ ଗ୍ୟାସ୍‌ ଦର

ଆଜିଠାରୁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇଥିବା ବେଳେ ୪୧ ଟଙ୍କା ଶସ୍ତା ହେଲା ଏଲପିଜି କମର୍ସିଆଲ ଗ୍ୟାସ୍‌ ଦର । ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ୪୧ ଟଙ୍କା ହ୍ରାସ ପାଇଛି। ନୂତନ ମୂଲ୍ୟ ଆଜିଠାରୁ…

ଜାତିଗତ ପ୍ରମାଣପତ୍ରରେ ଜାଲିଆତି ମୁକେଶ ମହାଲିଙ୍ଗଙ୍କ ବିରୋଧରେ ଅଭିଯୋଗ ଆଣିଲା କଂଗ୍ରେସ

ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ବିରୋଧରେ ସାଂଘାତିକ ଅଭିଯୋଗ । ଜାତିଗତ ପ୍ରମାଣପତ୍ରରେ ଜାଲିଆତି ନେଇ ଅଭିଯୋଗକଲା କଂଗ୍ରେସ । ଜାଲ୍‌ ଜାତି ପ୍ରମାଣପତ୍ର ଦେଇ ପାଠପଢିବାସହ ସରକାରୀ ଚାକିରି, ବିଧାୟକ ପଦ ଓ ଏବେ ମନ୍ତ୍ରୀ ପଦ ହାତେଇଥିବା ଅଭିଯୋଗ ଆଣିଛି…

ବାକିଥିବା ଟ୍ରାଫିକ ଇ-ଚାଲାଣ ନଭରିଲେ ରଦ୍ଦ ହେବ ଲାଇସେନ୍ସ

ଗାଡି ଚାଳକଙ୍କ ପାଇଁ ବଡ଼ ଖବର । ଦେଶରେ ବ୍ୟାପକ ମାତ୍ରାରେ ଟ୍ରାଫିକ ଚାଲାଣ ପୈଠ କରାଯାଉ ନାହିଁ । ସାରା ଦେଶରେ ୪୦ ହଜାର ୫୪୮ କୋଟି ଟଙ୍କା ଫାଇନ୍‌ ପଡ଼ିଥିବା ବେଳେ ୧୬ ହଜାର ୩୨୪ କୋଟି ଟଙ୍କା…

ପିଏଫ୍‌ ଉଠାଣ: ଏଏସଏସି ୫ ଲକ୍ଷକୁ ବୃଦ୍ଧି

ପିଏଫ୍‌ ଉଠାଣର ସ୍ୱୟଂ ସମାଧାନ ସୀମା ବୃଦ୍ଧି ପାଇଁ ନିଷ୍ପତ୍ତି । ଅଟୋ ସେଟଲମେଣ୍ଟ ଆଡଭାନ୍ସ କ୍ଲେମ୍‌ (ASAC) ବୃଦ୍ଧି ନିଷ୍ପତ୍ତି । ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇଁ ଇପିଏଫଓର ନିଷ୍ପତ୍ତି ରହିଛି । ଇପିଏଫଓ…