Category: ତାଜା ଖବର

ରାଗିଗଲେ ନବୀନ, ମୋଦିଙ୍କ ଉପରେ ବର୍ଷିଲେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିର୍ବାଚନୀ ସଭାରେ ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରିବା ପରେ ଆଜି ରାତିରେ ନବୀନ ପାଲଟା ଜବାବ ଦେଇଛନ୍ତି । ଏକ ଭିଡିଓକୁ ନବୀନ ଜାରି କରି ମୋଦିଙ୍କୁ ପାଲଟା ଜବାବ ଦେଇଛନ୍ତି ।…

ସାଧୁ ନେପାକଙ୍କ ଇସ୍ତଫା ବରଗଡ଼ ବିଜେଡି ପାଇଁ ଏକ ଶକ୍ତ ଧକ୍କା

ବରଗଡ଼: ବିଜେଡି ଛାଡ଼ିଲେ ବରଗଡ଼ର ପୂର୍ବତନ ବିଧାୟକ ସାଧୁ ନେପାକ। ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ବରଗଡ଼ ପୂର୍ବତନ ବିଧାୟକ ସାଧୁ ନେପାକ ଇସ୍ତଫାପତ୍ର ପଠାଇଛନ୍ତି। ସେ ଇସ୍ତଫାପତ୍ରରେ ଲେଖିଛନ୍ତି ମୁଁ ଅନୁଭବ କରୁଛି ଯେ ଦଳ…

ବୃଦ୍ଧା ତୁଳା ବେହରାଙ୍କ ତ୍ୟାଗ କଥା ବଖାଣିଥିଲେ ପ୍ରଧାନମନ୍ତ୍ରୀ

ଫୁଲବାଣୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି। ନାରାରେ କମ୍ପୁଛି ଜନସଭା । ଖାଲି ସେତିକି ନୁହେଁ ଓଡିଆରେ କହିଲେ ସମସ୍ତ ମାନ୍ୟଗଣ ଵ୍ୟକ୍ତିଙ୍କୁ ପ୍ରଣାମ ତାହାସହ ମଚଂରେ ଥିବା ଥିବା ତୁଳା ବେହେରାଙ୍କ ଓ ପଦ୍ମ ପୁରସ୍କାରପ୍ରାପ୍ତ ପୂର୍ଣ୍ଣମାସୀ ଜାନିଙ୍କ ପ୍ରଶଂସାରେ…

ମୋଦିଙ୍କୁ ପାଣ୍ଡିଆନଙ୍କ ଚାଲେଞ୍ଜ; ନବୀନଙ୍କ ଶପଥ ଗ୍ରହଣକୁ ଦେଲେ ନିମନ୍ତ୍ରଣ

ଆଜି ବୀରମିତ୍ରପୁରରେ ପ୍ରଚାର କରିବା ସହ ସେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ଭିକେ ପାଣ୍ଡିଆନ୍ । ତେବେ ଏହାରି ଭିତରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ଭିକେ ପାଣ୍ଡିଆନ୍ କହିଛନ୍ତି ଯେଉଁଠି ବିଜେପି ହାରିବାର ଥାଏ, ସେଠାକୁ ବିଜେପିର ବଡ…

୨୫ ବର୍ଷ ଭିତରେ ଓଡ଼ିଶାରେ ବିଜେଡି ଗରିବୀ ହଟେଇପାରିଲାନି: ମୋଦୀ

ବରଗଡ଼ ସହର ନିକଟ ବରାହାଗୁଡ଼ା ବିକାଶ ଭିନ୍ଟେଜ୍ ପଡ଼ିଆରେ ବିଶାଳ ଜନସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ୨୫ ବର୍ଷ ଭିତରେ ଓଡ଼ିଶାରେ ବିଜେଡି ଗରିବୀ ହଟେଇପାରିଲାନି। ବିଜେଡି ନେତାଙ୍କ ବିରୋଧରେ ଲୋକଙ୍କ ମନରେ ରାଗ ଅଛି। କେତେ…

ଆଜି ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ସାରିବ ପ୍ରଚାର

ଭୁବନେଶ୍ବର: ଆସନ୍ତା ୧୩ ତାରିଖ ସୋମବାର ଦେଶରେ ଚତୁର୍ଥ ପର୍ଯ୍ୟାୟ ଏବଂ ଆମ ରାଜ୍ୟ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ପାଇଁ ହେବ ମତଦାନ। ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନ ସହିତ ୨୮ଟି ବିଧାନସଭା ଆସନ ପାଇଁ ପଡ଼ିବ…

ସମ୍ବଲପୁରରେ ଏକାଠି ହେଲେ ବିଜେଡି ଓ ବିଜେପିର ପ୍ରମୁଖ ନେତା

ସମ୍ବଲପୁରରେ ଶୀତଳ ଷଷ୍ଠୀ ଏକ ବଡ ପର୍ବ । ବିଶ୍ୱ ପ୍ରସିଦ୍ଧ ଦେବ ବିବାହ ଉତ୍ସବ ଶୀତଳଷଷ୍ଠୀ ଯାତ୍ରା ପାଇଁ ଥାଳ ଉଠା ନୀତି ସମ୍ପନ୍ନ ସହିତ ମାସାଧିକକାଳ ପ୍ରାକ ପ୍ରସ୍ତୁତି ପର୍ବର ଶୁଭାରମ୍ଭ ହୋଇଯାଇଛି। ଏହି ଅବସରରେ ନେତାମାନେ ଜନତାଙ୍କ…

ଆଜି କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଉଦବୋଧନ କରିବେ ନରେନ୍ଦ୍ର ମୋଦୀ

ରାଜଧାନୀରେ ବିଶାଳ ରୋଡ୍ ସୋ’ ପରେ ଆଜି ଓଡ଼ିଶା ଗସ୍ତର ଦ୍ବିତୀୟ ଦିନରେ ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ରେ ବିଶାଳ ଜନ ସମାବେଶକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଥମେ କନ୍ଧମାଳ ଯିବେ ପ୍ରଧାନମନ୍ତ୍ରୀ । ସକାଳୁ ପ୍ରଥମେ ଫୁଲବାଣୀ…

ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ବିଶାଳ ରୋଡ ସୋ

ମୋଦିମୟ ହୋଇଛି ରାଜଧାନୀ । ରାଜଧାନୀର ସବୁଠାରୁ ବ୍ୟସ୍ତବହୁଳ ଅଂଚଳରେ ବିଜେପିର ରୋଡ ଶୋ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ୱରରେ ଏକ ବିଶାଳ ମେଗା ରୋଡ ସୋ କରିଛନ୍ତି । ରାମ ମନ୍ଦିର ଛକରୁ…

ଭୁବନେଶ୍ୱରରେ ପହଂଚିଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱରରେ ପହଂଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।କିଛି ସମୟ ପରେ ସେ ମାଷ୍ଟର କ୍ୟାଣ୍ଟିନରୁ ବାଣିବିହାର ପର୍ଯ୍ୟନ୍ତ ଏକ ବିଶାଳ ରୋଡ ସୋ କରିବେ । ତାଙ୍କ ରୋଡ ସୋ ପୂର୍ବରୁ ରାଜ୍ୟ ବିଜେପି ଉତ୍ସାହିତ ହୋଇଛି । ରାଜ୍ୟ ବିଜେପି…