Category: ତାଜା ଖବର

ଭରତପୁର ଥାନାରେ ନିର୍ଯାତନା ମାମଲା; ପଲିଗ୍ରାଫ୍‌ ଟେଷ୍ଟ ପାଇଁ ଗୁଜୁରାଟ ଯିବେ ନିଲମ୍ବିତ ଆଇଆଇସି

ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଭୁବନେଶ୍ୱର ଏସଡିଜେଏମ କୋର୍ଟରେ ହାଜର ହେଲେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର । ଦୀନକୃଷ୍ଣଙ୍କ ପଲିଗ୍ରାଫ୍‌ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଥିଲା । କୋର୍ଟରେ ହାଜର ହୋଇ ସମସ୍ତ ଟେଷ୍ଟ…

ସରକାର ନିୟନ୍ତ୍ରଣମୁକ୍ତ କେବେ ହେବ ମନ୍ଦିର ?

ତିରୁପତିଙ୍କ ଦର୍ଶନକୁ ଯଉଁମାନେ ଯାଆନ୍ତି ସେମାନଙ୍କର ଦୁଇଟି ଇଚ୍ଛା ଥାଏ। ଗୋବିନ୍ଦା ଶ୍ରୀନିବାସଙ୍କ ମନଭରି ଦର୍ଶନ । ଘରକୁ ତିରୁପତି ଲଡୁ ଅଣାଯାଏ। ଆଖପାଖ ପରିବାରଙ୍କୁ ବଣ୍ଟା ଯାଏ । ସମସ୍ତଙ୍କର ଇଚ୍ଛା ଥାଏ ତିରୁପତି ଦର୍ଶନରୁ ଫେରିଲେ ଆଣିଥିବେ ଲଡୁ…

ବାଧକ ସାଜିଛି ବିଦ୍ୟାଳୟ ପରିଚାଳନା କମିଟି; ବ୍ଲାକବୋର୍ଡରୁ ପ୍ରଶ୍ନ ଦେଖି ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ

ରାଜ୍ୟ ସରକାରଙ୍କ ଓସେପା ପକ୍ଷରୁ ପ୍ରଥମରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ସେପ୍ଟେମ୍ବର ୨୩ ରୁ ୨୫ ପର୍ଯ୍ୟନ୍ତ ପର୍ଯ୍ୟାୟ ଭିଭିକ ମାନ ନିର୍ଦ୍ଧାରଣ ପାଇଁ ବିଦ୍ୟାଳୟ ଗୁଡିକରେ ପରୀକ୍ଷା କରାଯାଉଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ସୋମବାର…

ଭରତପୁର ପରେ ବାଲିପାଟଣା ଥାନା ନାଁରେ ଅଭିଯୋଗ: ଯୁବକଙ୍କୁ ମାଡ଼ ମାରିଲେ ଥାନା ଅଧିକାରୀ ଓ ସବ-ଇନ୍ସପେକ୍ଟର

ଭରତପୁର ଥାନାର କଳଙ୍କ ନ ଲିଭୁଣୁ ପୁଣି ବାଲିପାଟଣା ଥାନା ଅଧିକାରୀଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ସାମାନ୍ୟ କଥାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ନା ଭିତରେ ପୁରାଇ ନିର୍ଧୂମ ମାଡ ମାରିବା ଘଟଣା ପୁଣି ପୁଲିସର ଅପାରଗତାକୁ…

ଖରାପ ନିର୍ବାଚନ ପରିଚାଳନା ଆକ୍ଷେପ କାହାକୁ ?

ଲୋକସଭା ଓ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପାଇଲା ଜୁନ ୪ରେ । ୪ ମାସ ପରେ ବି ବିଜୁ ଜନତା ଦଳ ସଭାପତି ନବୀତ ପଟ୍ଟାନାୟକ ଜିଲ୍ଲାୱାରୀ ବିପର୍ଯ୍ୟୟ ସମୀକ୍ଷା କରୁଛନ୍ତି । କିନ୍ତୁ ଏହି ସମୀକ୍ଷା ପୂର୍ବରୁ ନବୀନ…

କାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ଜେ. ପି ନଡ୍ଡା

ଆସନ୍ତାକାଲି ଦିନିକିଆ ଓଡ଼ିଶା ଗସ୍ତରେ ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଏ ନେଇ ସୂଚନା ଦେଇଛନ୍ତି। ଦିନିକିଆ ଓଡ଼ିଆ ଗସ୍ତରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବା ପରେ ସେଠାରୁ ସିଧାସଳଖ ପାର୍ଟି…

ରାଉରକେଲାରେ ପୁଣି ଲଜ୍ଜା; ନାବାଳିକାଙ୍କୁ ଗଣଦୁଷ୍କର୍ମ

ରାଉରକେଲାରେ ପୁଣି ଲଜ୍ଜା। ଥମିବାର ନାଁ ଧରୁନି ମହିଳାଙ୍କୁ ଯୋଉଁ ନିର୍ଯାତନା। ମଙ୍ଗଳବାର ରାତିରେ ରଘୁନାଥପାଲି ଥାନା ନିକଟରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ନାବାଳିକାର ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, ଗତକାଲି…

ଭରତପୁର କାଣ୍ଡ; ଗ୍ରାଉଣ୍ଡ ଜିରୋରେ ପହଞ୍ଚିଲା କ୍ରାଇମବ୍ରାଞ୍ଚ ଟିମ୍

ଭରତପୁର ଥାନା ବିବାଦରେ ଗ୍ରାଉଣ୍ଡ ଜିରୋକୁ ଯାଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ଟିମ। ମେଜର ଓ ବାନ୍ଧବୀଙ୍କୁ ନେଇ ଥାନାରେ ପହଞ୍ଚିଛି ଟିମ। କ୍ରାଇମବ୍ରାଞ୍ଚ ନିକଟରେ ଉଭୟ ନିଜର ପକ୍ଷ ରଖିବେ। ଘଟଣା ଦିନ କେତେବେଳେ ଥାନାକୁ ଆସିଥିଲେ, ସେଦିନ ରାତିରେ…

୩୧ଟି ବଡ଼ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ

ସିଙ୍ଗଲ ୱିଣ୍ଡୋ ବୈଠକରେ ରାଜ୍ୟ ସରକାର ୩୧ଟି ବଡ଼ ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ସରକାର ୪ ହଜାର ୯୫୪ କୋଟି ଟଙ୍କାର ପ୍ରକଳ୍ପକୁ ମଞ୍ଜୁରୀ ଦେଇଛନ୍ତି। ଏହି ପ୍ରକଳ୍ପ ଦ୍ବାରା ୨୪ ହଜାର ୧୬୨ଟି ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା…

ବାଲେଶ୍ବର ବନ୍ୟା କ୍ଷତିଗ୍ରସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହାୟତା ଘୋଷଣା

ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଜିଲ୍ଲାରେ ବନ୍ୟା ପରିସ୍ଥିତିର ସମୀକ୍ଷା କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଚଳିତ ମାସ ୧୮ ତାରିଖରେ ବାଲେଶ୍ୱର ଗସ୍ତ କରି କ୍ଷତିଗ୍ରସ୍ତଙ୍କୁ ସହାୟତା ଦେବାକୁ…