Category: ବ୍ୟବସାୟ

ମେଡିକାଲରେ ଭର୍ତ୍ତି ହେଲେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ

ମେଡିକାଲରେ ଭର୍ତ୍ତି ହେଲେ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ । ଆଜି ଦିଲ୍ଲୀର ଆପୋଲୋ ହସ୍ପିଟାଲର ICUରେ ଭର୍ତ୍ତି କରାଯାଇଛି । ଏହା ସହ ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ସୂଚନା ମିଳିଛି ।…

ଜେଲରୁ ବାହାରିଲେ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ

ହାଇଦ୍ରାବାଦ ଚଞ୍ଚଲଗୁଡ଼ା ସେଣ୍ଟ୍ରାଲ ଜେଲରୁ ମୁକୁଳିଲେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ । ଗତକାଲି ତାଙ୍କୁ ତେଲେଙ୍ଗାନା ହାଇକୋର୍ଟ ରୁ ଜାମିନ ମିଳିଥିଲା । ଆଜି ସକାଳ ସମୟରେ ହାଇଦ୍ରାବାଦ ସେଣ୍ଟ୍ରାଲ ଜିଲ୍ଲାରୁ ମୁକ୍ତ କରାଯାଇଛି । ଅଲୁ ଅର୍ଜୁନଙ୍କୁ ଅନ୍ତରୀଣ…

ଜାତୀୟସ୍ତରରେ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ବର୍ଗରେ କୋରାପୁଟ ସମ୍ମାନିତ

ଜାତୀୟସ୍ତରରେ ଓଡ଼ିଶାକୁ ମିଳିଲା ସମ୍ମାନ। ଓଡ଼ିଶାକୁ ମିଳିଛି ‘ଜାତୀୟ ପଞ୍ଚାୟତ ପୁରସ୍କାର-୨୦୨୪। ଜାତୀୟସ୍ତରରେ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ କୋରାପୁଟ ପୁରସ୍କୃତ ହୋଇଛି। ନାନାଜୀ ଦେଶମୁଖ ସର୍ବୋତ୍ତମ ପଞ୍ଚାୟତ ଶତତ ବିକାଶ ବର୍ଗରେ କୋରାପୁଟ ଦ୍ବିତୀୟ ଶ୍ରେଷ୍ଠ ଜିଲ୍ଲା ପଞ୍ଚାୟତ ଭାବେ…

ଟାଟା ମୋଟର୍ସ ସମ୍ପର୍କିତ ମାମଲାରେ ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ମିଳିଲା ଆଶ୍ବସ୍ତି

ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ଠକେଇ ମାମଲାରେ ମିଳିଲା ଆଶ୍ବସ୍ତି । ଟାଟା କମ୍ପାନୀରେ ଚାକିରୀ କରେଇବା ନାଁରେ ପ୍ରଦୀପ ପାଣିଗ୍ରାହୀ ଲକ୍ଷାଧିକ ଟଙ୍କା ଠକି ନେବା ଘଟଣାରେ ଆଜି ବ୍ରହ୍ମପୁର ଜେଏମଏଫସି ସ୍ୱତନ୍ତ୍ର ବିଧାୟକ, ସାଂସଦ ଅଦାଲତରେ ହଜାର ହେଲେ ଦୁଇଜଣ…

ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ

ସଂସଦର ଶୀତକାଳୀନ ଅଧିବେଶନରେ ଇଣ୍ଡି ମେଣ୍ଟରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କ ବିରୋଧରେ ଆସିଲା ଅନାସ୍ଥା । ଧନକଡ଼ଙ୍କ ବିରୋଧରେ ଅନାସ୍ଥା ଆଣିଲେ ବିରୋଧୀ ଦଳ । ରାଜ୍ୟସଭାର ଅଧ୍ୟକ୍ଷଙ୍କ କାର୍ଯ୍ୟଶୈଳୀରେ ଅସନ୍ତୁଷ୍ଟ ହୋଇ ବିରୋଧୀ ଦଳ ଧନଖଡଙ୍କ ବିରୋଧରେ ଅନୁଚ୍ଛେଦ ୬୭(ବି)…

ଅପରିବର୍ତ୍ତିତ ରହିଲା ରେପୋ ରେଟ୍‌

ଅପରିବର୍ତ୍ତିତ ରହିଲା ରେପୋ ରେଟ୍ । ପୁଣି ରେପୋ ରେଟ୍‌ ଅପରିବର୍ତ୍ତିତ ରଖିଲା ଭାରତୀ ରିଜର୍ଭ ବ୍ୟାଙ୍କ(ଆରବିଆଇ) ।ଲଗାତାର ୧୧ ଥର ପାଇଁ ରେପୋ ରେଟ୍‌ ଅପରିବର୍ତ୍ତିତ ହୋଇଛି । ୬.୫ ପ୍ରତିଶତରେ ରେପୋ ରେଟ୍‌ ଅପରିବର୍ତ୍ତିତ ହୋଇଥିବା ନେଇ ଆରବିଆଇ…

୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ ପ୍ରକ୍ରିୟା

ଆସନ୍ତା ୧୫ ଦିନ ଭିତରେ ସରିବ ‘ସୁଭଦ୍ରା’ ରିଜେକ୍ସନ ଯାଞ୍ଚ ପ୍ରକ୍ରିୟା। ଏ ନେଇ ଆଜି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ସେ କହିଛନ୍ତି ଅଧିକ ରିଜେକ୍ସନ ସ୍ଥାନକୁ ଗୁରୁତ୍ବ ଦିଆଯାଉଛି । ମାଲକାନଗିରି, ଗଜପତି, କୋରାପୁଟରେ ଅଧିକ ରିଜେକ୍ସନ…

ବେଆଇନ ବୈଦେଶିକ ମୁଦ୍ରା କାରବାର ଅଭିଯୋଗରେ ଇଡି ଦ୍ୱାରା ଜେଡ ଇଷ୍ଟେଟରେ ଚଢ଼ାଉ : ୧.୩୯ କୋଟି ଜବତ

ଭୁବନେଶ୍ୱରର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ନଭେମ୍ବର ୨୨ ରେ ଓଡ଼ିଶା, ଦିଲ୍ଲୀ ଏବଂ ଗୁରୁଗ୍ରାମର ନଅଟି ସ୍ଥାନରେ ଅନୁସନ୍ଧାନ କରିଥିଲା, ଯାହା ମେସର୍ସ ଜେଡ ଇଷ୍ଟେଟସ୍ ପ୍ରାଇଭେଟ୍ ଲିମିଟେଡ୍ (ଜେଡଇପିଏଲ) ସହିତ ଜଡିତ ଥିଲା।ଏହି ଅପରେସନ ସମୟରେ ଇଡି ୧.୩୯ କୋଟି…

ଝାଡ଼ଖଣ୍ଡରେ ବିଜେପି ପଛୁଆ; ପୁଣିଥରେ ମୁଖ୍ୟମନ୍ତ୍ରୀ ହେବେ ହେମନ୍ତ ସୋରେନ

ଝାଡ଼ଖଣ୍ଡରେ ଆଜି ଆସିବ ବିଧାନସଭା ନିର୍ବାଚନ ଫଳାଫଳ । ସେଥିପାଇଁ ଚାଲିଛି ଭୋଟ୍ ଗଣନା । ପ୍ରଥମ ଥର ପାଇଁ ଏକ ଦଳ ରାଜ୍ୟରେ ପୁର୍ନବାର କ୍ଷମତାକୁ ଫେରୁଛିି ବୋଲି ସାମ୍ନାକୁ ଆସୁଛି। ଭୋଟ୍ ଗଣନାରେ ଜେଏମ୍ଏମ୍ ନେତୃତ୍ୱାଧୀନ ଇଣ୍ଡିଆ ଆଲାଇନ୍ସ…

ଚଳିତ ବର୍ଷ ଧନୁଯାତ୍ରା ରେ କଂସ ଭୂମିକା ରେ ନୂଆ କଳାକାର

ବରଗଡରେ ବିଶ୍ୱର ସର୍ବବୃହତ ଓପନ ଏୟାର ଥିଏଟର ‘ଧନୁ ଯାତ୍ରା’ ଜାନୁଆରୀ ୩ ରୁ ଆରମ୍ଭ ହେବ ଏବଂ ଜାନୁଆରୀ ୧୩ରେ ସମାପ୍ତ ହେବ।ଭଗବାନ କୃଷ୍ଣଙ୍କ କିମ୍ବଦନ୍ତୀ ନାଟକୀୟ କାହାଣୀ ଏବଂ ଦୁଷ୍ଟ ରାଜା କଂସଙ୍କ ଉପରେ ତାଙ୍କର ବିଜୟ କୁ…