Category: ବ୍ୟବସାୟ

ସେୟାର୍ ବଜାରରେ ବଡ଼ ଧରଣର କ୍ରାସ୍: ଗୋଟିଏ ମିନିଟରେ ବୁଡ଼ିଗଲା ୧୦ ଲକ୍ଷ କୋଟି ଟଙ୍କା

ଭୟଙ୍କର ମାନ୍ଦାବସ୍ଥା ଆଡ଼କୁ ବିଶ୍ଵ ଅର୍ଥନୀତି। ଆଜି ବଜାସେୟାର୍ ବଜାରରେ ବଡ଼ ଧରଣର କ୍ରାସ୍: ଗୋଟିଏ ମିନିଟରେ ବୁଡ଼ିଗଲା ୧୦ ଲକ୍ଷ କୋଟି ଟଙ୍କା ର ଆରମ୍ଭରୁ ଖସିଲା ସେୟାର ବଜାର। ସେୟାର ମାର୍କେଟରେ ବଡ଼ ଧରଣର କ୍ରାସ୍ ହୋଇଥିବାରୁ ବୁଡିଲା…

ଅଗଷ୍ଟ ୭ ରୁ ୯ ରେ ହେବ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ

ବିଭିନ୍ନ ଶିଳ୍ପ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ଜାରି ରଖିଛନ୍ତି ଉଦ୍ୟମ। ଏଥିପାଇଁ ଅଗଷ୍ଟ ୭,୮ ଓ ୯ ତାରିଖରେ ପୁଣେ ଓ ଅହମ୍ମଦାବାଦରେ ରାଜ୍ୟ ସରକାରଙ୍କ ନିବେଶକ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ମୋହନ ସରକାରଙ୍କ…

ସାମ୍ନାକୁ ଆସିଲା ମେକ୍‌ ଇନ୍‌ ଓଡ଼ିଶାର ନୈରାଶ୍ୟ

ବିଧାନସଭାରେ ଶିଳ୍ପ ମନ୍ତ୍ରୀଙ୍କ ଉତ୍ତରରୁ ସାମ୍ନାକୁ ଆସିଲା ପୂର୍ବ ସରକାରର ମେକ୍‌ ଇନ୍‌ ଓଡ଼ିଶାର ନୈରାଶ୍ୟ । ସୂଚନା ଅନୁସାରେ ୨୦୨୨ରେ ମେକ୍‌ ଇନ୍‌ ଓଡ଼ିଶା ଆୟୋଜନ ପାଇଁ ଖର୍ଚ୍ଚ ୫୭ କୋଟି ୭୩ ଲକ୍ଷ ହୋଇଥିଲା । ୭୪୧ଟି ପ୍ରସ୍ତାବରେ…

୫ ବର୍ଷରେ ମାତ୍ର ୩୦ଟି ଶିଳ୍ପ କାର୍ଯ୍ୟକ୍ଷମ

ଗତ ୫ ବର୍ଷରେ ମାତ୍ର ୩୦ଟି ଶିଳ୍ପ କାର୍ଯ୍ୟକ୍ଷମ ହୋଇଥିବା ମନ୍ତ୍ରୀ ବିଧାନସଭାରେ ସୂଚନା ଦେଇଛନ୍ତି । ୫୧୨ ଶିଳ୍ପ ସଂସ୍ଥା ଏମ୍‌ଓୟୁ କରିଥିଲେ । ହେଲେ ସେଥିରୁ ମାତ୍ର ୩୦ଟି କାର୍ଯ୍ୟକ୍ଷମ ହୋଇଛି। ୧୧ ଲକ୍ଷ ୮୫ ହଜାର ୨୮୧…

ପୂର୍ଣ୍ଣାଙ୍ଗ ବଜେଟରେ ରେଳ ସୁରକ୍ଷା ପାଇଁ ଦିଆଯାଇଛି ସ୍ୱତନ୍ତ୍ର ଫୋକସ: ଅଶ୍ୱିନୀ ବୈଷ୍ଣବ 

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥାପନା କରିଥିବା ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ରେଳବାଇ ପାଇଁ ବଜେଟ ଉପରେ ସାମ୍ୱାଦିକ ସମ୍ମିଳନୀ କରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଚଳିତ ବଜେଟ୍‌ରେ ରେଳବାଇ କ୍ଷେତ୍ରର ଆଧୁନିକୀକରଣ ଏବଂ ସୁରକ୍ଷା ଉପରେ ଅଧିକ…

କେନ୍ଦ୍ରୀୟ ବଜେଟ୍ ନେଇ ଅସନ୍ତୋଷ ପ୍ରକାଶ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

କେନ୍ଦ୍ରୀୟ ବଜେଟ୍ ନେଇ ଅସନ୍ତୋଷ ପ୍ରକାଶ କରିବା ସହ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସେ ଭିଡିଓ ମଧ୍ୟରେ କହିଛନ୍ତି , ଏହା ଓଡ଼ିଶା ପାଇଁ ନୈରାଶ୍ୟଜନକ । ନିର୍ବାଚନ ସମୟରେ ବିଜେପିର ନେତା ଓଡିଶାବାସୀଙ୍କୁ…

ସାଢ଼େ ୩ ହଜାର କମିଲା ସୁନା ଦର

ଆପଣ ସୁନା କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଖୁସି ଖବର । ସୁନା, ରୁପା ଏବଂ ପ୍ଲାଟିନମରୁ ୬ ପ୍ରତିଶତ କଷ୍ଟମ ଡ୍ୟୁଟି କମିବା ପରେ ସାଢ଼େ ୩ ହଜାର ଟଙ୍କା କମିଛି ସୁନା ଦର ।…

ଇଣ୍ଟର୍ନଶିପ୍ ଯୋଜନା ଦ୍ବାରା ଦୂର ହେବ ଚାକିରୀ ସମସ୍ୟା

ଦେଶରେ ଦିନକୁ ଦିନ ଚାକିରି ସମସ୍ୟା ଦେଖିବାକୁ ମିଳୁଥିବା ବେଳେ ଏବେ କେନ୍ଦ୍ର ସରକାର ଏହାକୁ ନେଇ ତତ୍ପରତା ଦେଖେଇଛନ୍ତି । ଆଜି ୨୦୨୪-୨୫ ଆର୍ଥିକ ବଜେଟ ଉପସ୍ଥାପନ ସମୟରେ ଆଗକୁ ଇଣ୍ଟର୍ନଶିପ୍ ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ଘୋଷଣା…

ବଜେଟ୍‌କୁ ନେଇ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା:ସବୁ ବର୍ଗଙ୍କୁ ଦିଆଯିବ ଗୁରୁତ୍ବ

ଦେଶର ବିକାଶ ଦିଗରେ ଚଳିତ ବଜେଟରେ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ୪୮ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି । ବଜେଟରେ କିନ୍ତୁ ଟିକସ ସ୍ଲାବକୁ ଅପରିବର୍ତ୍ତି…

ଉପସ୍ଥାପନ ହେଲା କେନ୍ଦ୍ର ବଜେଟ୍; ୪ ଗୋଷ୍ଠୀଙ୍କୁ ଦିଆଯାଇଛି ପ୍ରାଧାନ୍ୟ

ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଗତ କରିଛନ୍ତି ୨୦୨୪-୨୫ ବର୍ଷ ପାଇଁ କେନ୍ଦ୍ର ବଜେଟ୍‌। ଅନ୍ତରୀଣ ବଜେଟରେ ୪ ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନଯୋଜନା ୫ ବର୍ଷ…