ଭୁବନେଶ୍ୱର , ଦଳୀୟ ମିଡ଼ିଆ ବିଭାଗକୁ ଆହୁରି ଅଧିକ ସୁଦୃଢ କରିବା ପରିପ୍ରେକ୍ଷୀରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ରାଜ୍ୟ ମୁଖପାତ୍ର ଭାବେ ଶ୍ରୀ ସମୀର ରଞ୍ଜନ ଦାଶ ଓ ଶ୍ରୀ ତପନ କୁମାର ଚାନ୍ଦଙ୍କୁ ଦାଇତ୍ୱ ପ୍ରଦାନ କରାଯାଇଛି ବୋଲି ପ୍ରେସ୍ ଵିଜ୍ଞପ୍ତି ଜରିଆରେ ପ୍ରକାଶ କରିଛନ୍ତି ।

ତତସହିତ ଶ୍ରୀ ସମୀର ରଞ୍ଜନ ଦାସଙ୍କୁ ନିର୍ବାଚନ ପରିଚାଳନା ପର୍ଯ୍ୟବେକ୍ଷକ ଭାବେ କାକଟପୁର, ନିମାପଡା, ପିପିଲି ତଥା ସତ୍ୟବାଦୀ ବିଧାନସଭାର ଦାୟିତ୍ୱ ବିଶେଷ ଭାବେ ପ୍ରଦାନ କରାଯଇଛି ।

 

By SonaliP

Leave a Reply

Your email address will not be published. Required fields are marked *