ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକାଙ୍କ ମୃତ୍ୟୁ ଘଟଣାରେ ବାରଙ୍ଗା ପୋଲିସର ଏକ ଚାରି ଜଣିଆ ଦଳ ଉଦଳାରେ ପହଞ୍ଚିଛି। ରାଇଦାଣ୍ଡିଆ ସ୍ଥିତ ଘରକୁ ଯାଇ ଚନ୍ଦ୍ରିକା-ଭୀମସେନଙ୍କ ସମ୍ପର୍କକୁ ନେଇ ବାପା, ମା’, ଭାଇ ଏବଂ ମାମୁ ଝିଅ ଓ ସମ୍ପର୍କୀୟ ଭାଇକୁ ପଚରା ଉଚରା କରୁଛି ପୋଲିସ ଟିମ୍। ଏହା ସହ କଲ୍ ରେକର୍ଡ, କାଗଜ ପତ୍ର, ମୋବାଇଲ ଚାର୍ଟ ଯାଞ୍ଚ କରିଛି ପୋଲିସ। Post navigation Raja Festival: ଆଜି ରଜ ସଂକ୍ରାନ୍ତି ବା ଦ୍ୱିତୀୟ ରଜ PM Modi to visit Odisha on June 20