ଚଳିତବର୍ଷ ନିର୍ବାଚନ ସଂପୂର୍ଣ୍ଣ ଫଳାଫଳ ଘୋଷଣା କରି ନାହାନ୍ତି ନିର୍ବାଚନ କମିଶନ। କିନ୍ତୁ ବେସରକାରୀ ଭାବେ ରାଜ୍ୟର ଅନେକ ବିଧାନସଭା ଆସନର ଫଳାଫଳ ଜଣାପଡ଼ିଗଲାଣି।ଓଡ଼ିଶାରେ ବହୁମତରେ ବିଜୟ ହାସଲ କରିଥିବା ଦେଖିବାକୁ ମିଳିଛି।ରାଜ୍ୟରେ ନିର୍ବାଚନୀ ଫଳାଫଳରେ ଅଦ୍ଭୂତପୂର୍ବ ପରିବର୍ତ୍ତନ ହୋଇଛି । ବିଜେପିକୁ ବିଧାନସଭାରେ ପ୍ରାୟ ୮୦ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ ବିଜେଡି ୪୯, କଂଗ୍ରେସ ୧୪, ସ୍ୱାଧୀନ ୩ ଓ ସିପିଏମ୍ ଗୋଟିଏ ଆସନରେ ବିଜୟୀ ହେବେ ବୋଲି ନିର୍ବାଚନୀ ଫଳାଫଳ ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି । ଏହି ଟ୍ରେଣ୍ଡ ସନ୍ଧ୍ୟା ୫ଟା ୪୫ମିନିଟ୍ ସୁଦ୍ଧା ରହିଛି । ଦେଖନ୍ତୁ କେଉଁ ଆସନରେ ବିଜୟ ହାସଲ କିଏ ଓ କେଉଁ ଦଳ କରିଛନ୍ତି। ବାଙ୍କୀ- ବିଜେଡି ପ୍ରାର୍ଥୀ ଦେବୀରଂଜନ ତ୍ରିପାଠୀ ବିଜୟୀ ବରଗଡ଼- ବିଜେପିର ଅଶ୍ବିନୀ ଷଡ଼ଙ୍ଗୀ ଜିତିଲେ ରଣପୁର- ବିଜେପି ପ୍ରାର୍ଥୀ ସୁରମା ପାଢ଼ୀ ବିଜୟୀ ଖଣ୍ଡପଡ଼ା- ବିଜେପି ପ୍ରାର୍ଥୀ ଦୁଷ୍ମନ୍ତ ସ୍ବାଇଁ ବିଜୟୀ ଘସିପୁରା- ବିଜେଡି ପ୍ରାର୍ଥୀ ବଦ୍ରି ନାରାୟଣ ପାତ୍ର ବିଜୟୀ ଫୁଲବାଣୀ- ବିଜେପିର ଉମାଚରଣ ମଲ୍ଲିକ ବିଜୟୀ ଟିଟିଲାଗଡ଼- ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ କୁଚିଣ୍ଡା- ବିଜେପି ପ୍ରାର୍ଥୀ ରବି ନାଏକ ବିଜୟୀ ଚିଲିକା- ବିଜେପି ପ୍ରାର୍ଥୀ ପୃଥ୍ବୀରାଜ ହରିଚନ୍ଦନ ବିଜୟୀ ଚିତ୍ରକୋଣ୍ଡା- ଚିତ୍ରକୋଣ୍ଡାରେ କଂଗ୍ରେସର ମଙ୍ଗୁ ଖିଲ ବିଜୟୀ ଧର୍ମଗଡ଼- ବିଜେପିର ସୁଧିର ପାଟ୍ଟଯୋଶୀ ବିଜୟୀ ଝାରସୁଗୁଡ଼ା- ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ବିଜୟୀ କଣ୍ଟାମାଳ- ବିଜେପିର କହ୍ନେଇ ଚରଣ ଡାଙ୍ଗ ବିଜୟୀ ଖଡ଼ିଆଳ- ବିଜେଡିର ଅଧିରାଜ ପାଣିଗ୍ରାହୀ ବିଜୟୀ ମାଲକାନଗିରି- ବିଜେପି ପ୍ରାର୍ଥୀ ନରସିଂହ ମାଡ଼କାମୀ ବିଜୟୀ, ରାଉରକେଲା- ବିଜେଡି ପ୍ରାର୍ଥୀ ସାରଦା ନାୟକ ବିଜୟୀ, ଆନନ୍ଦପୁର- ବିଜେଡି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ବିଜୟୀ, ବରୀ- ବିଜେଡି ପ୍ରାର୍ଥୀ ବିଶ୍ବରଂଜନ ମଲ୍ଲିକଙ୍କ ବିପୁଳ ବିଜୟ, ବିଂଝାରପୁର- ବିଜେଡି ପ୍ରାର୍ଥୀ ପ୍ରମିଳା ମଲ୍ଲିକ ବିଜୟୀ ବୌଦ୍ଧ – ବିଜେପି ପ୍ରାର୍ଥୀ ସରୋଜ ପ୍ରଧାନ ବିଜୟୀ ଡାବୁଗାଁ- ବିଜେଡିର ମନୋହର ରନ୍ଧାରୀ ବିଜୟୀ କେନ୍ଦ୍ରାପଡ଼ା- ବିଜେଡି ପ୍ରାର୍ଥୀ ଗଣେଶ୍ବର ବେହେରା ବିଜୟୀ ଖୋର୍ଦ୍ଧା- ବିଜେପି ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ବିଜୟୀ ରଘୁନାଥପାଲ୍ଲୀ- ବିଜେପି ପ୍ରାର୍ଥୀ ଦୁର୍ଗାଚରଣ ତନ୍ତୀ ବିଜୟୀ, ଆଳି- ପ୍ରତାପ ଦେବ(ବିଜେଡି) କୁଚିଣ୍ଡା- ରବି ନାୟକ(ବିଜେପି) ଭୁବନେଶ୍ୱର(ମଧ୍ୟ)- ଅନନ୍ତ ନାରାୟଣ ଜେନା(ବିଜେଡି) ଦଶପଲ୍ଲା- ରମେଶ ବେହେରା(ବିଜେଡି) ବିଝାଂରପୁର- ପ୍ରମିଳା ମଲ୍ଲିକ(ବିଜେଡି) ଜଗତସିଂହପୁର- ଅମରେନ୍ଦ୍ର ଦାସ(ବିଜେପି) ଆଠମଲ୍ଲିକ- ନଳିନୀକାନ୍ତ ପ୍ରଧାନ(ବିଜେଡି) ଅନୁଗୁଳ- ପ୍ରତାପ ଚନ୍ଦ୍ର ପ୍ରଧାନ(ବିଜେପି) ବରଗଡ଼- ଅଶ୍ୱିନୀ ଷଡ଼ଙ୍ଗୀ(ବିଜେପି) କେନ୍ଦୁଝର- ମୋହନ ମାଝୀ(ବିଜେପି) ସମ୍ବଲପୁର- ଜୟନାରାୟଣ ମିଶ୍ର(ବିଜେପି) ଆନନ୍ଦପୁର- ଅଭିମନୁ୍ୟ ସେଠୀ(ବିଜେଡି) ବାଲିଗୁଡ଼ା- ଚନ୍ଦ୍ରମଣି କହଁର(ବିଜେଡି) ଭବାନୀପାଟଣା- ସାଗର ଦାସ(କଂଗ୍ରେସ) ଅତାବିରା- ନିହାର ମହାନନ୍ଦ(ବିଜେପି) ବଡ଼ସାହି- ସନାତନ ବିଜୁଳି(ବିଜେପି) ସାନଖେମୁଣ୍ଡି-ରମେଶ ଜେନା(କଂଗ୍ରେସ) ଖଣ୍ଡପଡ଼ା- ଦୁଷ୍ମନ୍ତ ସ୍ୱାଇଁ(ବିଜେପି) କରଞ୍ଜିଆ- ପଦ୍ମଚରଣ ହାଇବ୍ରୁ(ବିଜେପି) ପାଟକୁରା- ଅରବିନ୍ଦ ମହାପାତ୍ର(ବିଜେଡି) ବାଲିଗୁଡ଼ା- ଚନ୍ଦ୍ରମଣି କହଁର(ବିଜେଡି) ଯଶୀପୁର- ଗଣେଶ ରାମସିଂ(ବିଜେପି) ଫୁଲବାଣୀ- ଉମାଚରଣ ମଲ୍ଲିକ(ବିଜେପି) କୋରାପୁଟ- ରଘୁରାମ ମାଛ(ବିଜେପି) ବଡ଼ଚଣା-ଅମର ନାୟକ(ବିଜେପି) କଟକ ସଦର- ପ୍ରକାଶ ସେଠୀ(ବିଜେପି) ନୂଆପଡ଼ା- ରାଜେନ୍ଦ୍ର ଢ଼ୋଲକିଆ(ବିଜେଡି) ଧର୍ମଶାଳା- ହିମାଂଶୁ ସାହୁ(ସ୍ୱାଧୀନ) ଏକାମ୍ର ଭୁବନେଶ୍ୱର- ବାବୁ ସିଂ(ବିଜେପି) ଧାମନଗର- ସୁରଜ ସୂର୍ଯ୍ୟବଂଶୀ(ବିଜେପି)ବ୍ର ଜରାଜନଗର- ସୁରେଶ ପୂଜାରୀ(ବିଜେପି) ନୟାଗଡ଼- ଅରୁଣ ସାହୁ(ବିଜେଡି) ସତ୍ୟବାଦୀ-ଓମ୍ ପ୍ରକାଶ ମିଶ୍ର(ବିଜେପି) ମହାକାଳପଡ଼ା-ଦୁର୍ଗା ପ୍ରସନ୍ନ ନାୟକ(ବିଜେପି) ଭୁବନେଶ୍ୱର ଉତ୍ତର-ସୁଶାନ୍ତ ରାଉତ(ବିଜେଡି) କଟକ ବାରବାଟୀ- ସୋଫିଆ ଫିରଦୋଷ(କଂଗ୍ରେସ) ଖଡ଼ିଆଳ-ଅଧିରାଜ ପାଣିଗ୍ରାହୀ(ବିଜେଡି) ଝରିଗାଁ-ନରସିଂହ ଭାତ୍ରା(ବିଜେପି) ପଟାଙ୍ଗୀ- ରାମଚନ୍ଦ୍ର କାଡ଼ାମ(କଂଗ୍ରେସ) ଜୟଦେବ-ନବ କିଶୋର ମଲ୍ଲିକ(ବିଜେଡି) କୋରେଇ-ଆକାଶ ଦାସ ନାୟକ (ବିଜେପି) ଭୋଗରାଇ- ଗୌତମ ବୁଦ୍ଧ ଦାସ(ବିଜେଡି) ରାଜନଗର- ଧ୍ରୁବ ସାହୁ(ବିଜେଡି) ଡାବୁଗାଁ- ମନୋହର ରାନ୍ଧାରୀ(ବିଜେଡି) ରାଜଗାଙ୍ଗପୁର- ସି ଏସ ରାଜନଏକ୍କା(କଂଗ୍ରେସ) ବସ୍ତା- ସୁବାସିନୀ ଜେନା(ବିଜେଡି) ରେଢ଼ାଖୋଲ- ପ୍ରସନ୍ନ ଆଚାର୍ଯ୍ୟ(ବିଜେଡି) ଆସିକା- ସରୋଜ ପାଢ଼ୀ(ବିଜେପି) Post navigation ଓଡ଼ିଶାରେ ବିଜେପି ସୁନାମି ,ବିଜେଡିର ବହୁ ହେଭିୱେଟ ନେତା ପଛରେ ବାରାଣାସୀରୁ ତୃତୀୟ ଥର ପାଇଁ ବିଜୟୀ ହେଲେ ନରେନ୍ଦ୍ର ମୋଦି