ଏପ୍ରିଲ ତୃତୀୟ ସପ୍ତାହ ଭିତରେ ସରିବ ବିଜେଡି ସାଂଗଠନିକ ନିର୍ବାଚନ । ସୂଚନା ଦେଇଛନ୍ତି ବିଜୁ ଜନତା ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର । ନିର୍ବାଚନ ଅଧିକାରୀ ପ୍ରତାପ ଦେବଙ୍କ ଘରେ ଆଜି ହୋଇଥିବା ବୈଠକ ପରେ ଦେବୀ ପ୍ରସାଦ ମିଶ୍ର ଏହି ସୂଚନା ଦେଇଛନ୍ତି । ସେହିପରି ୧୩ ତାରିଖ ଭିତରେ ଜିଲ୍ଲା ସଭାପତି ପାଇଁ ନାମାଙ୍କନ ସରିବ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ହେବା ପରେ ସଭାପତି ବଛାଯିବ ବୋଲି ଦେବୀ ମିଶ୍ର କହିଛନ୍ତି । Post navigation ପୁରୀ-କୋଣାର୍କ ରେଳପଥ ନିର୍ମାଣ ପାଇଁ ଚାଲିଛି ଜମି ଅଧିଗ୍ରହଣ; ଖୁବଶୀଘ୍ର ସରିବ ପୁରୀ ରେଳଷ୍ଟେସନ କାର୍ଯ୍ୟ: ରେଳମନ୍ତ୍ରୀ ତ୍ରିସ୍ତରୀୟ ପଞ୍ଚାୟତ ଅନୁଷ୍ଠାନ ଗୁଡିକର ଉପନିର୍ବାଚନ ପାଇଁ ପ୍ରାଥମିକ ପ୍ରକ୍ରିୟା ଆରମ୍ଭ