ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ୧୧ ଜଣ ବରିଷ୍ଠ ନେତାଙ୍କୁ ସାଂଗଠନିକ ତାୟିତ୍ୱ ଦେଇଛି ବିଜୁ ଜନତା ଦଳ । ଉପସଭାପତି, ବରିଷ୍ଠସାଧାରଣ ସମ୍ପାଦକ, ସାଧାରଣ ସମ୍ପାଦକ ଏବଂ ସମ୍ପାଦକ ନିଯୁକ୍ତି ନେଇ ଘୋଷଣା କରିଛି ବିଜୁ ଜନତା ଦଳ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ ଜଣ ବିଜେଡିର ବରିଷ୍ଠ ନେତାଙ୍କୁ ନିଯୁକ୍ତି ଦେଇ ବିଭିନ୍ନ ଦାୟିତ୍ୱ ବଣ୍ଟନ କରିଛନ୍ତି । ଏନେଇ ବିଜେଡି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । 📌ଚିରଞ୍ଜୀବ ବିଶ୍ୱାଳ -ଉପସଭାପତି 📌ପୁଷ୍ପେନ୍ଦ୍ର ସିଂଦେଓ – ବରିଷ୍ଠ ସାଧାରଣ ସମ୍ପାଦକ 📌ଗଣେଶ୍ୱର ବେହେରା – ବରିଷ୍ଠ ସାଧାରଣ ସମ୍ପାଦକ 📌ସୁଧିର ଦାସ – ସାଧାରଣ ସମ୍ପାଦକ 📌ଲମ୍ବୋଦର ନିଆଲ – ସାଧାରଣ ସମ୍ପାଦକ 📌ଅଳକା ମହାନ୍ତି – ସାଧାରଣ ସମ୍ପାଦକ 📌ଈରାନୀ ରାୟ – ସାଧାରଣ ସମ୍ପାଦକ 📌ମନୋଜ ମିଶ୍ର – ସାଧାରଣ ସମ୍ପାଦକ 📌ରାଜେଶ ନିଗମ – ସମ୍ପାଦକ 📌ସନ୍ତୋଷ ପଟ୍ଟନାୟକ -ସମ୍ପାଦକ 📌ରାଜୁ ଘିବେଲା – ସମ୍ପାଦକ Post navigation ପୋଲିସ୍ SI ନିଯୁକ୍ତି କେଳେଙ୍କାରୀ ପ୍ରସଙ୍ଗ: ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରା ଦେଲା ବିଜେଡି ନୂଆପଡ଼ା ଉପନିର୍ବାଚନ ପାଇଁ ଷ୍ଟିଅରିଂ, ଜୋନାଲ୍ ଏବଂ ଲୋକାଲ୍ ଆକ୍ସନ କମିଟି ଗଠନ କଲା ବିଜେଡି