ତାଜା ଖବର ରାଜ୍ୟ Student Elections in Odisha: ଛାତ୍ର ସଂସଦ ନିର୍ବାଚନ ପାଇଁ ଉଚ୍ଚଶିକ୍ଷା ବିଭାଗ ପ୍ରସ୍ତୁତ: ସୂର୍ଯ୍ୟବଂଶୀ ସୂରଜ September 7, 2026 Papirani ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକରେ ପୁଣି ଥରେ ଛାତ୍ର ସଂସଦ ନିର୍ବାଚନ ଫେରିବାକୁ ଯାଉଛି। ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ଏହାକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ନିର୍ବାଚନ ପରିଚାଳନା ପାଇଁ ଉଚ୍ଚଶିକ୍ଷା…
ତାଜା ଖବର ରାଜ୍ୟ Panchayat and Municipal Polls: ପଞ୍ଚାୟତ ଓ ପୌର ନିର୍ବାଚନ; ବୁଥଗୁଡିକ ଠିକ୍ ଅଛି ନା ନାହିଁ ଫିଜିକାଲ୍ ଭେରିଫିକେସନ୍ ନିର୍ଦ୍ଦେଶ September 7, 2026 Papirani ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ଶାନ୍ତିପୂର୍ଣ୍ଣ ଓ ସୁଚାରୁରୂପେ ସମ୍ପାଦନ କରିବା ପାଇଁ କମିଶନଙ୍କ ପକ୍ଷରୁ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ…
ତାଜା ଖବର ରାଜ୍ୟ Under-Construction Building Collapses in BBSR: ଭୁବନେଶ୍ୱରରେ ଭୁଶୁଡ଼ିଲା ନିର୍ମାଣାଧୀନ କୋଠା; କେତେକ ଶ୍ରମିକ ଆହତ September 7, 2026 Papirani ରାଜଧାନୀ ଭୁବନେଶ୍ୱରର ବ୍ୟସ୍ତବହୁଳ ଡେଲଟା ଛକ ନିକଟରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ଏଠାରେ ନିର୍ମାଣ ହେଉଥିବା ନିର୍ମାଣାଧୀନ କୋଠାର କିଛି ଅଂଶ ଦବିଯାଇ ଭୁଶୁଡ଼ି ପଡ଼ିଥିଲା। ଏହି ଦୁର୍ଘଟଣାରେ ସେଠାରେ କାର୍ଯ୍ୟରତ କେତେକ ଶ୍ରମିକ ଆହତ…
ତାଜା ଖବର ରାଜ୍ୟ Odisha DGP Appointment Case: ଓଡ଼ିଶା ଡିଜିପି ଚୟନ ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ପରବର୍ତ୍ତୀ ଶୁଣାଣି September 7, 2026 Papirani ଓଡ଼ିଶାର ପରବର୍ତ୍ତୀ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନିଯୁକ୍ତିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି ପୁଣିଥରେ ଘୁଞ୍ଚିଯାଇଛି। ଆସନ୍ତା ସେପ୍ଟେମ୍ବର ୧୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନଧାର୍ଯ୍ୟ ହୋଇଛି। ଶୁଣାଣି ସମୟରେ ଜେଲ୍ DG ସୁଶାନ୍ତ ନାଥ…
ତାଜା ଖବର ରାଜ୍ୟ Odisha Working Journalists Welfare Scheme: ମୃତ କାର୍ଯ୍ୟରତ ସାମ୍ବାଦିକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କଲେ ରାଜ୍ୟ ସରକାର September 7, 2026 Papirani ଓଡ଼ିଶାରେ କାର୍ଯ୍ୟରତ ସାମ୍ବାଦିକମାନଙ୍କ କଲ୍ୟାଣ ଓ ସୁରକ୍ଷା ପାଇଁ ରାଜ୍ୟ ସରକାର ନିଜର ପ୍ରତିବଦ୍ଧତା ଦୋହରାଇଛନ୍ତି। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ‘ଓଡ଼ିଶା କାର୍ଯ୍ୟରତ ସାମ୍ବାଦିକ କଲ୍ୟାଣ ଯୋଜନା’ ଅଧୀନରେ ୨୦୨୬-୨୭ ଆର୍ଥିକ ବର୍ଷରେ ୧୩ ଜଣ ମୃତକ…
ତାଜା ଖବର ରାଜ୍ୟ Single Board For Class 10 And 12 In Odisha: ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଏବେ ହେବ ଗୋଟିଏ ବୋର୍ଡ: ସ୍କୁଲ ଓ ଗଣଶିକ୍ଷା ସଚିବ September 7, 2026 Papirani ଓଡ଼ିଶାର ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାରେ ଏକ ବଡ଼ ଧରଣର ସୁଧାର ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି।ରାଜ୍ୟରେ ଏବେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପରିଚାଳନା ପାଇଁ ଆଉ ଅଲଗା ଅଲଗା ସଂସ୍ଥା ରହିବେ ନାହିଁ। ମାଧ୍ୟମିକ ଶିକ୍ଷା ପରିଷଦ…
ତାଜା ଖବର ରାଜ୍ୟ All Unsafe Buildings To Be Demolished in Odisha: ରାଜ୍ୟରେ ଭଙ୍ଗାଯିବ ସମସ୍ତ ଦୁର୍ବଳ ସରକାରୀ ଓ ବେସରକାରୀ କୋଠା September 7, 2026 Papirani ଦିଲ୍ଲୀରେ ଘଟିଥିବା ଦୁଃଖଦ ବିଲ୍ଡିଂ ଦୁର୍ଘଟଣା ପରେ ଓଡ଼ିଶା ସରକାର ତତ୍ପରତା ପ୍ରକାଶ କରିଛନ୍ତି। ରାଜ୍ୟରେ ଥିବା ସମସ୍ତ ଦୁର୍ବଳ ସରକାରୀ ଓ ବେସରକାରୀ କୋଠା ଭଙ୍ଗାଯିବା ନେଇ ଆଜି ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।…
ତାଜା ଖବର ରାଜ୍ୟ Farmer Registration in Odisha: ଧାନ ବିକ୍ରି ପାଇଁ ରେକର୍ଡ ସଂଖ୍ୟକ ଚାଷୀଙ୍କ ପଞ୍ଜୀକରଣ: ପ୍ରଦୀପ ବଳ ସାମନ୍ତ September 7, 2026 Papirani ଧାନ ବିକ୍ରି ପାଇଁ ଚାଷୀମାନଙ୍କ ପଞ୍ଜୀକରଣ ପ୍ରକ୍ରିୟାରେ ନୂଆ ରେକର୍ଡ ସୃଷ୍ଟି ହୋଇଛି। ଗତକାଲି ସୁଦ୍ଧା ରାଜ୍ୟର ମୋଟ ୨୧.୪୨ ଲକ୍ଷ ଚାଷୀ ନିଜର ନାମ ପଞ୍ଜୀକୃତ କରିଛନ୍ତି। ଗତବର୍ଷ ଏହି ସଂଖ୍ୟା ୧୯ ଲକ୍ଷରୁ ଅଧିକ ରହିଥିବା ବେଳେ ଚଳିତ…
ତାଜା ଖବର ରାଜନୀତି ରାଜ୍ୟ Manmohan Samal Visits Delhi: ଦିଲ୍ଲୀ ଗସ୍ତରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ September 7, 2026 Papirani ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସମ୍ପ୍ରତି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଶେଷ ହେବା ପରେ ତାଙ୍କର ଏହି ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଆଯାଇଥିବା ନିଷ୍ପତ୍ତି…
ତାଜା ଖବର ରାଜ୍ୟ Odisha Cabinet Meeting Today: ଆଜି ୫ଟାରେ ବସିବ ରାଜ୍ୟ କ୍ୟାବିନେଟ୍ ବୈଠକ September 7, 2026 Papirani ରାଜ୍ୟ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ ଆଜି ଅନୁଷ୍ଠିତ ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନଠାରେ ସନ୍ଧ୍ୟା ୫ଟା ସମୟରେ ଏହି ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ ରାଜ୍ୟର ଆର୍ଥିକ, ସାମାଜିକ…