Author: Papirani

Central Team to Visit Ganjam Flood-Hit Areas: ଆଜି ଗଞ୍ଜାମ ବୁଲିବେ କେନ୍ଦ୍ରୀୟ ଟିମ୍

ଆଜି ଗଞ୍ଜାମ ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିବେ କେନ୍ଦ୍ରୀୟ ଟିମ୍। ‘ଅର୍ଣ୍ଣବ’ ବାତ୍ୟା ପ୍ରଭାବରେ ହୋଇଥିବା ପ୍ରବଳ ବର୍ଷା ଏବଂ ପରବର୍ତ୍ତୀ ବନ୍ୟା ଯୋଗୁଁ ସୃଷ୍ଟି ହୋଇଥିବା ବ୍ୟାପକ କ୍ଷୟକ୍ଷତିର ଆକଳନ ପାଇଁ ଏହି ଟିମ୍ ପହଞ୍ଚିଛି। କେନ୍ଦ୍ର ଗୃହ…

70 Crore Fraud Case: ୭୦ କୋଟିରୁ ଅଧିକ ଟଙ୍କା ଠକେଇ; କୋଲକାତା ଟ୍ରେଡିଂ ସଂସ୍ଥାର ଓଡ଼ିଶା ମୁଖ୍ୟ ଈଶ୍ବର ବିନ୍ଧାଣୀଙ୍କ ଘରେ ଇଡି

କୋଲକାତାର ଟ୍ରେଡିଂ କମ୍ପାନୀ ଓଡ଼ିଶା ମୁଖ୍ୟ ଈଶ୍ବର ବିନ୍ଧାଣୀଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଟିମ୍‌ର ଚଢ଼ାଉ । ୭୦ କୋଟିରୁ ଅଧିକ ଟଙ୍କାର ଏକ ବିରାଟ ଆର୍ଥିକ ଠକେଇ ମାମଲାରେ ବୁଧବାର ସକାଳୁ ସକାଳୁ ଇଡି ପକ୍ଷରୁ ମୟୂରଭଞ୍ଜ ଜିଲ୍ଲାର…

290 New EV Stations in Odisha: ରାଜ୍ୟରେ ସ୍ଥାପନ ହେବ ୨୯୦ଟି ନୂତନ ଇଭି ଚାର୍ଜିଂ ଷ୍ଟେସନ୍

ରାଜ୍ୟରେ ଇଲେକ୍ଟ୍ରିକ୍ ଯାନ (EV) ବ୍ୟବହାରକୁ ବ୍ୟାପକ ଭାବରେ ପ୍ରୋତ୍ସାହିତ କରିବା ଏବଂ ଏହାର ଭିତ୍ତିଭୂମିକୁ ଅଧିକ ମଜବୁତ କରିବା ଦିଗରେ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। କେନ୍ଦ୍ର ସରକାରଙ୍କ ‘PM E-DRIVE’ ଯୋଜନା ଅଧୀନରେ ରାଜ୍ୟରେ…

Naveen Patnaik to visit flood-affected areas in Sorada: ଆସନ୍ତା ୭ ତାରିଖରେ ବନ୍ୟାଞ୍ଚଳ ପରିଦର୍ଶନ କରିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଆସନ୍ତା ୭ ତାରିଖରେ ବିରୋଧୀ ଦଳ ନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଗ୍ରସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବନ୍ୟାଞ୍ଚଳ ଗସ୍ତ ନ କରିବାକୁ ନେଇ କ୍ଷତିଗ୍ରସ୍ତ ଅଞ୍ଚଳରେ ଶାସକ ଦଳ (ବିଜେପି) ପକ୍ଷରୁ ହେଉଥିବା ସମାଲୋଚନା…

Kotia Border Dispute: କୋଟିଆରେ ଓଡ଼ିଶା-ଆନ୍ଧ୍ର ପୋଲିସ ମୁହାଁମୁହିଁ: ରାଜ୍ୟର ଅସ୍ମିତା ରକ୍ଷା ପାଇଁ ଦୃଢ଼ ଭାବେ ଠିଆ ହେବାକୁ ଭକ୍ତ ଦାସଙ୍କ ଆହ୍ୱାନ

କୋରାପୁଟ ଜିଲ୍ଲା କୋଟିଆ ପଞ୍ଚାୟତର ନେରେଡ଼ିବାଲସା ଚେକ୍‌ପୋଷ୍ଟଠାରେ ଆଜି ଓଡ଼ିଶା ପୁଲିସ ଏବଂ ଆନ୍ଧ୍ରପ୍ରଦେଶ ପୁଲିସ ମଧ୍ୟରେ ସୃଷ୍ଟି ହୋଇଥିବା ଅଭାବନୀୟ ପରିସ୍ଥିତି ଓ ମୁହାଁମୁହିଁ ସ୍ଥିତି ସମ୍ପର୍କରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଗଭୀର…

Cyclone Arnab And Murasu Situation In Odisha: ବାତ୍ୟା ‘ଅର୍ଣ୍ଣବ’ ଓ ‘ମୁରାସୁ’କୁ ନେଇ ସୁରେଶ ପୂଜାରୀଙ୍କ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ବାତ୍ୟା ‘ଅର୍ଣ୍ଣବ’ ଯୋଗୁ ଲଗାଣ ବର୍ଷା ଏବଂ ତା’ କାରଣରୁ ଆସିଥିବା ବନ୍ୟା ପ୍ରଭାବରେ ବିଶେଷ ଭାବେ ପ୍ରଭାବିତ ଗଞ୍ଜାମ, ଗଜପତି ଏବଂ କନ୍ଧମାଳ ଜିଲ୍ଲା ସହିତ ସମ୍ପ୍ରତି ଲ୍ୟାଣ୍ଡଫଲ୍ କରିସାରିଥିବା ବାତ୍ୟା’ ମୁରାସୁ’ ସଂକ୍ରାନ୍ତରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…

Sambalpur Jaundice Outbreak: ସମ୍ବଲପୁରର ଏକ ଶିକ୍ଷାନୁଷ୍ଠାନରେ ଶହ ଶହ ଛାତ୍ରଛାତ୍ରୀଙ୍କୁ ଜଣ୍ଡିସ; ପ୍ରଶାସନିକ ନିରବତାକୁ ନେଇ ବିଜେଡିର କ୍ଷୋଭ

ସମ୍ବଲପୁରର ଏକ ବେସରକାରୀ ଶିକ୍ଷାନୁଷ୍ଠାନରେ ଜଣ୍ଡିସ୍ ବ୍ୟାପିବା ଘଟଣାକୁ ନେଇ ବିଜୁ ଜନତା ଦଳ ପକ୍ଷରୁ ଗଭୀର ଉଦ୍ବେଗ ପ୍ରକାଶ ପାଇଛି। ଶିକ୍ଷାନୁଷ୍ଠାନରେ ଶହ ଶହ ଛାତ୍ରଛାତ୍ରୀ ଏହି ରୋଗରେ ଆକ୍ରାନ୍ତ ହୋଇଥିବା ବେଳେ କିଛି ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର…

4 IAS Officers To Visit 3 Flood-Affected Districts: ବନ୍ୟା କ୍ଷତି ଆକଳନ ପାଇଁ ୩ ଜିଲ୍ଲାକୁ ଯିବେ ୪ ଆଇଏଏସ୍ ଅଧିକାରୀ

ରାଜ୍ୟର ବନ୍ୟା ପ୍ରଭାବିତ ଅଞ୍ଚଳରେ ରିଲିଫ୍, ପୁନରୁଦ୍ଧାର ଏବଂ ତଦାରଖ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବନ୍ୟା ପ୍ରଭାବିତ ୩ ଜିଲ୍ଲା ଯିବେ ୪ ଆଇଏଏସ୍ ଅଧିକାରୀ । ଏ ନେଇ…

Kotia Border Dispute: କୋଟିଆରେ ପୁଣି ମୁହାଁମୁହିଁ ହେଲେ ଓଡ଼ିଶା ଓ ଆନ୍ଧ୍ର ପୁଲିସ

ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ କୋଟିଆରେ ପୁଣିଥରେ ଉଭୟ ରାଜ୍ୟର ପୋଲିସ ମୁହାଁମୁହିଁ ହୋଇଛନ୍ତି। ଆନ୍ଧ୍ର ପୋଲିସ ଜୋରଜବରଦସ୍ତି ପ୍ରବେଶ କରିବାକୁ ଉଦ୍ୟମ କରିବା ବେଳେ ଓଡ଼ିଶା ପୋଲିସ ପକ୍ଷରୁ ଏହାକୁ ଅଟକାଯିବାରୁ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି। ଏହାକୁ ନେଇ ନେରେଡିବାଲସା ଚେକ୍‌ଗେଟ୍‌ରେ…

Cyclone Murasu Threat Averted in Odisha: ରାଜ୍ୟରେ ନାହିଁ ବାତ୍ୟା ‘ମୁରାସୁ’ର ପ୍ରଭାବ: ମୁଖ୍ୟ ଶାସନ ସଚିବ

ରାଜ୍ୟରେ ବାତ୍ୟା ‘ମୁରାସୁ’ର ସିଧାସଳଖ କୌଣସି ପ୍ରଭାବ ପଡ଼ି ନଥିଲେ ମଧ୍ୟ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ ଆଲର୍ଟ ଜାରି କରାଯାଇଥିଲା ବୋଲି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇଛନ୍ତି। ବାତ୍ୟା ମୁକାବିଲା…