Author: Papirani

SDPO Transferred in Khandapada: ନିର୍ଯାତନା ଅଭିଯୋଗ ମଧ୍ୟରେ ବଦଳିଲେ ଖଣ୍ଡପଡ଼ା ଏସଡିପିଓ

ମହିଳାଙ୍କୁ ଅଶ୍ଳୀଳ ବାର୍ତ୍ତା ପଠାଇବା ସହ ବିଭିନ୍ନ ହୋଟେଲ ଓ ନିରୋଳା ଜାଗାକୁ ଖରାପ ଉଦ୍ଦେଶ୍ୟ ରଖି ଡାକିବା ଘଟଣାରେ ବଦଳିଲେ ଖଣ୍ଡପଡ଼ା ଏସଡିପିଓ। ଏକ ମାମଲା ରଫାଦଫା ପାଇଁ ଫେଭର୍‌ ମାଗିଥିଲେ ଏସଡିପିଓ । ଫତେଗଡ଼ ଥାନାରେ ମାମଲା ରୁଜୁ…

FSSAI Bans Ashwagandha Leaves: ଖାଦ୍ୟରେ ବ୍ୟବହାର ହେବ ନାହିଁ ଅଶ୍ବଗନ୍ଧା ପତ୍ର; କଟକଣା ଜାରି କଲା ଏଫ୍ଏସ୍ଏସ୍ଏଆଇ

ଏଣିକି ଖାଦ୍ୟରେ ବ୍ୟବହାର ହୋଇପାରିବ ନାହିଁ ଅଶ୍ୱଗନ୍ଧା । କେନ୍ଦ୍ର ଆୟୁଷ ମନ୍ତ୍ରଣାଳୟ ଦ୍ୱାରା ଉଠାଯାଇଥିବା ସୁରକ୍ଷା ଚିନ୍ତାକୁ ଦୃଷ୍ଟିରେ ରଖି ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ (FSSAI) ଅଶ୍ୱଗନ୍ଧା ଉପରେ ନୂତନ କଟକଣା ଜାରି କରିଛି, ଯାହା…

President Murmu in Odisha: ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ବତନ୍ତ୍ର ବିମାନ ଯୋଗେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ପହଁଚିଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ । ସେଠାରେ ଭବ୍ୟ ସ୍ବାଗତ କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପତି ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ…

No Flying Zone: ଆଜି ମହାମହିମ ରାଷ୍ଟ୍ରପତି ଝାରସୁଗୁଡ଼ା ଗସ୍ତ; ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା

ଆଜି ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଝାରସୁଗୁଡ଼ାରେ ଜିଲ୍ଲାରେ ନୋ ଫ୍ଲାଇଙ୍ଗ ଜୋନ୍ ଘୋଷଣା। ସମଗ୍ର ଜିଲ୍ଲାକୁ ‘ନୋ ଡ୍ରୋନ୍ ଜୋନ୍/ନୋ ଫ୍ଲାଇଙ୍ଗ୍ ଜୋନ୍’ ଘୋଷଣା କଲା ପ୍ରଶାସନ। ଜିଲ୍ଲାର କୌଣସି ବି ସ୍ଥାନରେ ଡ୍ରୋନ୍ ଉଡ଼ାଣ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ସୁରକ୍ଷା…

Manish Memorial ‘Nirbhay’ Youth Award: ହର୍ଷିତାଙ୍କୁ ମନୀଷ ସ୍ମାରକୀ ‘ନିର୍ଭୟ’ ଯୁବ ପୁରସ୍କାର

ବଜାର ଆଜି ସମସ୍ତଙ୍କୁ କରାୟତ କରିଛି । ଯୁବଗୋଷ୍ଠୀ ଆଜି ସେଲିବ୍ରିଟି ହେବା ପାଇଁ ଚାହୁଁଛନ୍ତି । ଇଟ୍ସ ମାଇ ଲାଇଫ୍ ଓ ମାଇ ଚଏସ୍ ବୋଲି ନାରା ଦେଇ ନିଜ ମନ ଚାହୁଁଥିବା କଥା ସାମାଜିକ ଗଣମାଧ୍ଯମର ପ୍ରଭାବରେ କରିବାକୁ…

Schools Closed: ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲ୍‌ ଛୁଟି ଘଟଣା

ଦିନକୁ ଦିନ ବଢୁଥିବା ଗ୍ରୀଷ୍ମ ପ୍ରବାହ ଲୋକଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । ଏହାରି ମଧ୍ୟରେ ଅସହ୍ୟ ତାତି ଓ ଗୁଳୁଗୁଳିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଗଞ୍ଜାମ ଜିଲ୍ଲାରେ ସବୁ ସ୍କୁଲ୍‌ ଛୁଟି ଘୋଷଣା କରିଛନ୍ତି। ୩ ଦିନ ପାଇଁ ଛୁଟି…

Earthquake Today in Japan: ଜାପାନରେ ୭.୪ ତୀବ୍ରତାର ବଡ଼ ଭୂକମ୍ପ ଝଟ୍‌କା

ଜାପାନରେ ଭୂକମ୍ପର ଜୋରଦାର ଝଟ୍‌କା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ରେକର୍ଡ କରାଯାଇଛି । ଭୂକମ୍ପର କେନ୍ଦ୍ରସ୍ଥଳ ସାନରିକୁର ସମୁଦ୍ରତଟରୁ ପ୍ରାୟ ୧୦୦ କିମି ଦୂର ପାଣି ଭିତରେ ରହିଛି । ଭୂକମ୍ପର ଗଭୀରତା ଜଳସ୍ଥରରୁ…

Heat wave: ଜଗତସିଂହପୁରରେ ସାଢ଼େ ୬ରୁ ୯ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ୍‌

ଦିନକୁ ଦିନ ରାଜ୍ୟରେ ପ୍ରବଳ ଖରା, ଗରମକୁ ଗୁଳୁଗୁଳି ବଢ଼ିବାରେ ଲାଗିଛି। ପ୍ରାୟ ଜିଲ୍ଲାରେ ପାରଦ ପ୍ରତ୍ୟେକ ଦିନ ୪୦ ଡିଗ୍ରୀ ପାର କରୁଥିବା ଦେଖିବାକୁ ମିଳୁଛି । ଏହାରି ମଧ୍ୟରେ ବିଭିନ୍ନ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କରାଯାଇଥିବା ବେଳେ…

CM Kisan Assistance: ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍ କିଷାନ ଟଙ୍କା

ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଭେଟି । ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍ କିଷାନ ସହାୟତା । ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିଲା ସହାୟତା। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ପବିତ୍ର ଅକ୍ଷୟ ତୃତୀୟାରେ ୪୧.୬୮ ଲକ୍ଷ ଚାଷୀଙ୍କ ବ୍ୟାଙ୍କ…

T-Bridge in Bhubaneswar: ଭୁବନେଶ୍ୱରରେ ହେବ ଟି-ବ୍ରିଜ୍

ଭୁବନେଶ୍ୱରରେ ହେବ ଟି-ବ୍ରିଜ୍ । ଜୟଦେବ ବିହାର-ଏକ୍ରାମ କାକନ ପାର୍କ, ସିଆରପି ଛକକୁ ସଂଯୋଗ କରୁଥିବା ରାସ୍ତାକୁ ମିଳିବ ନୂଆ ଲୁକ୍ । ସହରାଞ୍ଚଳ ଗତିଶୀଳତାକୁ ସୁବ୍ୟବସ୍ଥିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ ସ୍ୱରୂପ, ଓଡ଼ିଶା ସରକାର ଭୁବନେଶ୍ୱରର ଜୟଦେବ…