ଆଜି ମହାପ୍ରଭୁଙ୍କ ଅଧରପଣା ନୀତି। ଗତକାଲି ସୁନବେଶ ସରିବା ପରେ ଆଜି ପ୍ରଭୁଙ୍କର ହେବ ଅଧରପଣା ନୀତି। ମଧ୍ୟାହ୍ନ ଧୂପ ସରିବା ପରେ ଏହି ନୀତି ହେବ । ରାତି ୮ଟା ବେଳକୁ ଏହି ନୀତି ସମ୍ପାଦିତ ହେବା ନେଇ ନୀତି ନିର୍ଘଣ୍ଟ ହୋଇଛି।

 

Leave a Reply

Your email address will not be published. Required fields are marked *