ଶିକ୍ଷା ମନ୍ତ୍ରୀ ଭାବେ ଅତିରିକ୍ତ ଦାୟିତ୍ବ ନେଲେ ପ୍ରହ୍ନାଦ ଯୋଶୀ । ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଦାୟିତ୍ବ ନେଲେ ପ୍ରହ୍ଲାଦ ଯୋଶୀ । ଶନିବାର ଧର୍ମେନ୍ଦ୍ର ପ୍ରଧାନ ପଦରୁ ଇସ୍ତଫା ଦେବା ପରେ ଯୋଶୀଙ୍କୁ ଶିକ୍ଷା ମନ୍ତ୍ରୀ ଭାବରେ ନିଯୁକ୍ତ କରାଯାଇଥିଲା।ଯୋଶୀଙ୍କୁ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ଭାବରେ ଦାୟିତ୍ୱ ବ୍ୟତୀତ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। Post navigation BBSR Joins ‘Catch The Rain’ Initiative: କ୍ୟାଚ୍ ଦ ରେନ୍ ପ୍ରୋଗ୍ରାମରେ ସାମିଲ ହୋଇଛି ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦି All Schools To Remain Shut in Jagatsinghpur: ଜଗତସିଂହପୁରରେ ଆସନ୍ତା କାଲି ସମସ୍ତ ସ୍କୁଲ ଛୁଟି