ରାଜ୍ୟ ସରକାରୀ କର୍ମଚାରୀଙ୍କୁ ହୋଲି ଭେଟି : ୪% ବଢ଼ିଲା ମହଙ୍ଗା ଭତ୍ତା March 14, 2024 Nirvay ଭୁବନେଶ୍ବର : ରାଜ୍ୟ ସରକାରୀ କର୍ମଚାରୀଙ୍କୁ ହୋଲି ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ଚାରି ପ୍ରତିଶତ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ଘୋଷଣା କରିଛନ୍ତି। ଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା…
ବ୍ୟବସାୟ ଓଡ଼ିଶାରେ ହେବ ନାହିଁ ମେଣ୍ଟ! ବିଜେପି ଏକାକୀ ସରକାର ଗଠନ କରିବ କହିଲେ ମନମୋହନ March 14, 2024 Nirvay ଭୁବନେଶ୍ୱର: ଓଡ଼ିଶାର ଅସ୍ମିତା ନେଇ ବିଜେପି ନିର୍ବାଚନ ଲଢ଼ିବ। ଓଡ଼ିଶାରେ ବିଜେପି ଏକୁଟିଆ ସରକାର ଗଠନ କରିବ। କିଛି ଏଭଳି ଦୃଢୋକ୍ତି ଆଜି ପ୍ରକାଶ କରିଛନ୍ତି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ। ଆଜି ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ ମନମୋହନ…
ରାଜ୍ୟ ସ୍ବଦେଶ ଫେରିଲେ ବିଦେଶୀ ପର୍ଯ୍ୟଟକ March 14, 2024 Nirvay ବିଦେଶୀ ପର୍ଯ୍ୟଟକ ଆନ୍ଥୋନି ଫେରିଲେ ନିଜ ଘରକୁ। ଗତ ଡ଼ିସେମ୍ବର ମାସରେ ପୁରୀ କାର ଚାଳକ ଦ୍ବାରା ଲୁଟ୍ର ଶିକାର ହୋଇଥିଲେ। ସୂଚନା ଅନୁଯାୟୀ ୩ ଲକ୍ଷ ୮୭ ହଜାର ଟଙ୍କା ଲୁଟି ନେଇଥିଲା କାର ଚାଳକ। ଏବେ ଅଭିଯୁକ୍ତ କାର…
ରାଜନୀତି ରାଜ୍ୟ ଦିଲ୍ଲୀରୁ ଫେରିଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ March 14, 2024 Nirvay ରାଜ୍ୟରେ ବିଜେଡି-ବିଜେପି ମେଣ୍ଟ ନେଇ ଚର୍ଚ୍ଚା ଥମିନଥିବାବେଳେ, ଆଜି ଦିଲ୍ଲୀରୁ ଫେରିଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଦିଲ୍ଲୀରୁ ଓଡିଶା ଫେରିବା ପରେ ମେଣ୍ଟ ସମ୍ପର୍କରେ ସେ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ସବୁ ଠିକ୍…
ରାଜ୍ୟ କନିଷ୍ଠ ୧୩,୮୦୦ ପରିବର୍ତ୍ତେ ୨୦,୦୦୦ ଟଙ୍କାର ମାସିକ ପାରିଶ୍ରମିକ March 13, 2024 Nirvay ରାଜ୍ୟରେ ଥିବା ପ୍ରାଥମିକ ଏବଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ନିୟୋଜିତ ହୋଇଥିବା କନିଷ୍ଠ ଶିକ୍ଷକ (Junior Teacher) (ଯେଉଁମାନେ ଯୋଜନା ଭିତ୍ତିକ ପଦବୀରେ ୩ ବର୍ଷ କାର୍ଯ୍ୟ କରିସାରିଛନ୍ତି) ସେମାନଙ୍କର ବିଭିନ୍ନ ଦାବୀକୁ ବିଚାରକୁ ନେଇ ସରକାର ତାଙ୍କ ମାସିକ…
ରାଜନୀତି ରାଜ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଡାକିଲେ ଗୁରୁତ୍ଵପୂର୍ଣ୍ଣ ବୈଠକ March 13, 2024 Nirvay ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଡାକିଛନ୍ତି ଗୁରୁତ୍ଵପୂର୍ଣ୍ଣ ବୈଠକ। ଆସନ୍ତାକାଲି ଅପରାହ୍ନରେ ନବୀନ ନିବାସରେ ଏକ ମହତ୍ତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ବିଜେଡିର ବରିଷ୍ଠ ନେତାଙ୍କୁ ନବୀନ ନିବାସ ଡକରା ହୋଇଛି। ମେଣ୍ଟ ଚର୍ଚ୍ଚା ଭିତରେ ବୈଠକ ଡକରା ନେଇ ରାଜନୀତି…
ରାଜନୀତି ମେଣ୍ଟ ଚର୍ଚ୍ଚା: ଅମିତ ଶାହଙ୍କ ଘରେ ଜରୁରୀ ବୈଠକ March 13, 2024 Nirvay ମେଣ୍ଟ ଚର୍ଚ୍ଚାକୁ ନେଇ ଜୋର ଧରିଛି ରାଜନୀତି। କେ ଦିଲ୍ଲୀରେ ବୈଠକ ତ କେବେ ଓଡ଼ିଶାରେ। ଏହି ସବୁ ଭିତରେ ଜନତା ଅପେକ୍ଷାରେ। ଏହି ଭିତରେ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ସରକାରୀ ବାସଭବନରେ ବୈଠକ ବସିଛି। ଏହି ବୈଠକରେ ପ୍ରଭାରୀ…
ରାଜ୍ୟ ପୁଣି ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ,ମେୟରଙ୍କ ଦରମା ୫୦ ହଜାରକୁ ବୃଦ୍ଧି March 13, 2024 Nirvay ଭୁବନେଶ୍ୱର: ପୁଣି ଏକ ବଡ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାର ମେୟରଙ୍କ ଦରମା ୫୦ ହଜାର ଟଙ୍କାକୁ ବୃଦ୍ଧି କରିଥିବା ବେଳେ ଡେପୁଟି ମେୟରଙ୍କ ଦରମା ୨୦ ହଜାରକୁ ବୃଦ୍ଧି କରିଛନ୍ତି ।ଏହା ସହିତ ଏଣିକି ଏନଏସି…
ରାଜ୍ୟ ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ March 13, 2024 Nirvay ଭୁବନେଶ୍ବର: ହଟିଲା ସଫେଇ କର୍ମଚାରୀଙ୍କ ଆନ୍ଦୋଳନ। ଆନ୍ଦୋଳନରୁ ଓହରିଲେ ସଫେଇ କର୍ମଚାରୀ। ମେୟରଙ୍କ ସହ ଆଲୋଚନା ପରେ ଆନ୍ଦୋଳନରୁ ହଟିଛନ୍ତି ଆନ୍ଦୋଳନରେ ବସିଥିବା ସଫେଇ କର୍ମଚାରୀ। ତେବେ ଆନ୍ଦୋଳନ ହେବା ପରେ ମେୟରଙ୍କ ବାସଭବନରେ ବୈଠକ ବସିଥିଲା। ଏହି ବୈଠକରେ ଆଲୋଚନା…
ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ପଦ୍ମ ସମ୍ମାନରେ ସମ୍ମାନିତ ଓଡିଶାର କୃତୀ ସନ୍ତାନ ମାନଙ୍କୁ ମାସକୁ ଦିଆଯିବ ୨୫ ହଜାର ଟଙ୍କା ସମ୍ମାନ ରାଶି March 13, 2024 Nirvay ପଦ୍ମ ପୁରସ୍କାର ଦେଶର ଗୌରବମୟ ବେସାମରିକ ସମ୍ମାନ । ବିଭିନ୍ନ କ୍ଷେତ୍ରରେ ଦେଶକୁ ଗୌରବାନ୍ବିତ କରିଥିବା ବ୍ୟକ୍ତିବିଶେଷଙ୍କୁ ଏହି ସମ୍ମାନ ମିଳିଥାଏ। ପଦ୍ମ ପୁରସ୍କାରପ୍ରାପ୍ତ କୃତୀ ସନ୍ତାନ ମାନେ ସେମାନଙ୍କ ପ୍ରତିଭା ଓ ସେବା କାର୍ଯ୍ୟ ଦ୍ୱାରା ଓଡିଶାର ଗୌରବ ବୃଦ୍ଧି…