Author: Nirvay

ଅନାସ୍ଥାରେ ହାରିଲେ କଲମପୁର ବ୍ଲକ ଅଧ୍ୟକ୍ଷା

କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ଅଧ୍ୟକ୍ଷା ମୋତି ବିହାରୀଙ୍କ ବିରୁଦ୍ଧରେ ଆଜି ଅନାସ୍ଥା ଭୋଟ୍‌ ହୋଇଛି । ମୋଟ ୨୪ ଜଣ ଭୋଟରଙ୍କ ମଧ୍ୟରୁ ୨୨ ଜଣ ମତଦାନ କରିଛନ୍ତି । ସେଥିରୁ ଅନାସ୍ଥା ସପକ୍ଷରେ ୨୧ ଭୋଟ ପଡିଥିବା ବେଳେ…

ଓଡ଼ିଶାର ସବୁଠାରୁ ଲମ୍ବା ରେଳ ସୁଡ଼ଙ୍ଗର ସଫଳ ବ୍ରେକଥ୍ରୁ

ଓଡିଶାର ରେଳ ଲାଇନରେ ଯୋଡି ହେଲା ଏକ ନୁଆ ଫର୍ଦ୍ଦ । ବହୁ ପ୍ରତିକ୍ଷୀତ ଖୋର୍ଦ୍ଧା-ବଲାଙ୍ଗୀର ନୂତନ ରେଳ ଲାଇନ୍ ପ୍ରକଳ୍ପ ଅନ୍ତର୍ଗତ ଓଡ଼ିଶାର ସବୁଠାରୁ ଲମ୍ବା ରେଳ ସୁଡ଼ଙ୍ଗ, ୪,୧୮୫ ମିଟର ଦୈର୍ଘ୍ୟ ବିଶିଷ୍ଟ ଟନେଲ୍ T-4 ର ଆଜି…

ସହକାରୀ ଯନ୍ତ୍ରୀଙ୍କ ବିପୁଳ ସମ୍ପତ୍ତି; ୨୧ ପ୍ଲଟ୍, ପୁଳାପୁଳା ଟଙ୍କା, ସୁନା ଜବତ

ପୁଣି ଭିଜିଲାନ୍ସ ଜାଲରେ ସରକାରୀ ଅଧିକାରୀ । ଆୟ ବହିଃର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀଙ୍କ ଘର ଉପରେ ଭିଜିଲାନ୍ସ ଚଢ଼ାଉ କରିଛି । ଘରୁ ବିଡ଼ା ବିଡ଼ା ନୋଟ ସହ ପୁଳା…

ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ୨୫ ଜଣିଆ ରାଜନୈତିକ ବ୍ୟାପାର କମିଟି ଗଠନ

ଅଖିଳ ଭାରତ କଂଗ୍ରେସ କମିଟି (AICC) ସଭାପତି ମଲ୍ଲିକାର୍ଜୁନ ଖଡ୍‌ଗେଙ୍କ ଅନୁମୋଦନ ପରେ ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ର ୨୫ ସଦସ୍ୟ ବିଶିଷ୍ଟ ରାଜନୈତିକ ବ୍ୟାପାର କମିଟି ଗଠନ ହୋଇଛି । ମହାସଚିବ କେ.ସି. ଭେନୁଗୋପାଳଙ୍କ ଦ୍ୱାରା ଜାରି…

ସୋନିଆ, ରାହୁଲଙ୍କ ନାଁରେ ଚାର୍ଜସିଟ୍‌; କାଲି ଇଡି ଅଫିସ ଘେରିବ କଂଗ୍ରେସ

ଇଡି ପକ୍ଷରୁ ନ୍ୟାସନାଲ ହେରାଲ୍ଡ ମାମଲା ସହ ଜଡ଼ିତ ମନି ଲଣ୍ଡିଂ ମାମଲାରେ ସୋନିଆ ଗାନ୍ଧୀ ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନାଁରେ ଚାର୍ଜସିଟ ଦାଖଲ କରିଛି ଇଡି । ଏହି ଚାର୍ଜ ସିଟରେ କଂଗ୍ରେସ ସାଂସଦ ସୋନିଆ ଗାନ୍ଧୀ…

ଏନଡିଏରୁ ଅଲଗା ହେଲା ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି; ପୃଥକ ଭାବେ ବିହାର ନିର୍ବାଚନ ଲଢ଼ିବ

ରାଷ୍ଟ୍ରୀୟ ଲୋକ ଜନଶକ୍ତି ପାର୍ଟି (ଆରଏଲଜେପି) ମୁଖ୍ୟ ତଥା ରାମବିଳାସ ପାଶୱାନଙ୍କ ଭାଇ ପଶୁପତି କୁମାର ପାରସ ସୋମବାର ଦିନ ଆନୁଷ୍ଠାନିକ ଭାବେ ଏନ୍ ଡିଏ ରୁ ତାଙ୍କ ଦଳ ବିଦାୟ ନେଇଥିବା ଘୋଷଣା କରିଛନ୍ତି । ରାଷ୍ଟ୍ରୀୟ ଲୋକ ଜନଶକ୍ତି…

ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ହନୁମାନ ଜୟନ୍ତୀ, ଶୋଭାଯାତ୍ରାରେ ଯୋଗ ଦେଲେ ଧର୍ମେନ୍ଦ୍ର ପ୍ରଧାନ

ହନୁମାନ ଜୟନ୍ତୀରେ ଉତ୍ସବମୁଖର ହୋଇଉଠିଛି ସମ୍ୱଲପୁର । ଖୁବ ଧୁମଧାମରେ ଶାନ୍ତିପୂର୍ଣ୍ଣ ପରିବେଶରେ ପାଳିତ ହେଉଛି ହନୁମାନ ଜୟନ୍ତୀ । ବିଭିନ୍ନ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା ହେବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି…

ରାଜଧାନୀରୁ ପିଲା ଚୋରି ମାମଲା: ମଲ୍ଟି ଟିମ୍ ଗଠନ କରି ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି ଡିସିପି

ରାଜଧାନୀରୁ ଦିବ୍ୟାଙ୍ଗ ମହିଳାଙ୍କ ଶିଶୁ ଅପହରଣ ମାମଲାରେ ଏକାଧିକ ଟିମ୍ ଗଠନ କରାଯାଇଛି ଏବଂ ଗୁଇନ୍ଦା ସୂଚନା ଆଧାରରେ ଶିଶୁଟିକୁ ଉଦ୍ଧାର କରିବାକୁ ଚେଷ୍ଟା କରାଯାଉଛି ବୋଲି ଆଜି ଭୁବନେଶ୍ୱର ଡିସିପି ଜଗମୋହନ ମୀନା ସୂଚନା ଦେଇଛନ୍ତି । ସୂଚନା ଅନୁଯାୟୀ…

ସାରା ବିଶ୍ୱରେ ଡାଉନ ହେଲା ହ୍ଵାଟ୍ସଆପ

ସାରା ବିଶ୍ୱରେ ଡାଉନ ହେଲା ହ୍ଵାଟ୍ସଆପ । ମେସେଜିଂ ଆପ୍ ହ୍ଵାଟ୍ସଆପ ସଂଧ୍ୟାରୁ ଡାଉନ୍ ହୋଇଛି । ତେଣୁ ମେସେଜ୍ ପଠାଇବା ସହ ଷ୍ଟାଟସ୍ ଅପଲୋଡିଂରେ ସମସ୍ୟା ଦେଖାଦେଇଛି । ଭାରତ ସମେତ ସାରା ବିଶ୍ୱରେ ଡାଉନ୍ ଅଛି ଏହି ମେସେଜିଂ…

ଓଡ଼ିଶା ଫୁଟବଲ ସଂଘ ସଭାପତି ହେଲେ ଟଙ୍କଧର ତ୍ରିପାଠୀ

ଫୁଟବଲ୍‍ ଆସୋସିଏସନ ଅଫ୍‍ ଓଡ଼ିଶା ବା ଓଡ଼ିଶା ଫୁଟବଲ ସଂଘ (FAO) ର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଜଣେ ମାତ୍ର ପ୍ରାର୍ଥୀ ହୋଇଥିବାରୁ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ତ୍ରିପାଠୀ । ଏନେଇ ବିଜ୍ଞପ୍ତି ଜାରି…