Author: Nirvay

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠରେ ରାଜ୍ୟସ୍ତରୀୟ ‘ଓଡ଼ିଶା ଦିବସ’ ପାଳନ

ଆଜି ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜନ୍ମପୀଠ କଟକ ଜିଲ୍ଲା, ସତ୍ୟଭାମାପୁରରେ ରାଜ୍ୟ ସ୍ତରୀୟ ‘ଓଡ଼ିଶା ଦିବସ’ ପାଳନ କରାଯାଉଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶା ଦିବସ କାର୍ଯ୍ୟକ୍ରମରେ ସାମିଲ ହୋଇ ବରପୁତ୍ରଙ୍କ ସ୍ମୃତି ଚାରଣ କରି ଓଡ଼ିଆ…

ଏପ୍ରିଲ୍ ୧ ରୁ ନିଷ୍କ୍ରିୟ ନମ୍ବରରେ ହୋଇପାରିବନି ୟୁପିଆଇ ପେମେଣ୍ଟ

ୟୁପିଆଇ ବ୍ୟବହାରକାରୀଙ୍କ ପାଇଁ ଏକ ବଡ଼ ଖବର । ଏପ୍ରିଲ୍ ୧ ଅର୍ଥାତ ଆସନ୍ତାକାଲିଠୁ ନୂତନ ନିୟମ ଲାଗୁ ହେବାକୁ ଯାଉଛି । ଯାହା Google Pay, PhonePe ଏବଂ Paytm ଭଳି ପେମେଣ୍ଟ ଆପ୍ ବ୍ୟବହାରକାରୀଙ୍କୁ ପ୍ରଭାବିତ କରିବ ।…

ଏପ୍ରିଲ୍‌ରୁ ଜୁନ୍‌ ଅଗ୍ନିବର୍ଷା; ସତର୍କ କଲା ଆଇଏମ୍‌ଡି

ଆଗକୁ ଗ୍ରୀଷ୍ମ ପ୍ରବାହ ପ୍ରଚଣ୍ଡ ହେବାକୁ ଯାଉଛି । ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ଅଧିକାଂଶ ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ହେବ ବୋଲି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସ୍ୱାଭାବିକଠାରୁ ଅଧିକ ଗ୍ରୀଷ୍ମପ୍ରବାହ ଦେଖିବାକୁ ମିଳିବାର ସମ୍ଭାବନା ଥିବା…

ଓଡ଼ିଶା ଦିବସ-୨୦୨୫ ଉପଲକ୍ଷେ ଆଲୋକ ମାଳାରେ ସଜେଇ ହୋଇଛି ରାଜଧାନୀ

ଓଡ଼ିଶା ଦିବସ ଉପଲକ୍ଷେ, ପୂର୍ବ ସନ୍ଧ୍ୟାରେ ଆଜି ଭୁବନେଶ୍ୱରର ବିଭିନ୍ନ ଅଟ୍ଟାଳିକାକୁ ରଙ୍ଗୀନ ଆଲୋକରେ ଆଲୋକିତ ହୋଇଛି । ଉତ୍କଳ ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱରରେ ଲୋକସେବା ଭବନ, ବିଧାନସଭା, ସଚିବାଳୟ, ପୁଲିସ କମିସନରେଟ୍, କୃଷି ଭବନ, ରାଜ୍ୟ ଅତିଥି ଭବନ…

ବିଜେଡିର ଇଫତାର ପାର୍ଟିରେ ସାମିଲ ହେଲେ ନବୀନ ପଟ୍ଟନାୟକ

ଆଜି ଶଙ୍ଖଭବନରେ ବିଜେଡି ସଂଖ୍ୟାଲଘୁ ସେଲ ପକ୍ଷରୁ ଇଦ ଅବସରରେ ଆୟୋଜିତ ଇଫତାର ପାର୍ଟିରେ ସାମିଲ ହେଲେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ଏହି ଅବସରରେ ସେ ସମସ୍ତ ମୁସଲମାନ ଭାଇ ଓ ଭଉଣୀଙ୍କୁ…

ବିଧାୟକଙ୍କ ନିଲମ୍ବନ ନେଇ ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସ

କଂଗ୍ରେସର ସମସ୍ତ ବିଧାୟକଙ୍କ ବିଧାନସଭା ଗୃହରୁ ନିଲମ୍ବନ ନେଇ ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱରେ ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମ୍‌ପତିଙ୍କୁ ଭେଟିଛି କଂଗ୍ରେସ ଟିମ୍‌ । ରାଜ୍ୟରେ ମହିଳା କମିଶନ ପଦ ଦୀର୍ଘ ଦିନ ଖାଲି ପଡ଼ିଛି ।…

ଅପରେସନ୍‌ ବ୍ରହ୍ମା: ଭୂକମ୍ପ ପ୍ରଭାବିତ ମିଆଁମାରକୁ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ

ଆରମ୍ଭ ହେଲା ଅପରେସନ୍‌ ‘ବ୍ରହ୍ମା’ । ବାୟୁସେନା ବିମାନ ଯୋଗେ ଭୂକମ୍ପ ପ୍ରଭାବିତ ମିଆଁମାରକୁ ୧୫ ଟନ୍ ରିଲିଫ୍ ସାମଗ୍ରୀ ପଠାଇଲା ଭାରତ । ମିଆଁମାରରେ ୭.୭ ତୀବ୍ରତାର ଶକ୍ତିଶାଳୀ ଭୂମିକମ୍ପରେ ୧୦୦୦ରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ଦୁଃଖ…

ସୁଭଦ୍ରା ୨ୟ କିସ୍ତିରେ ବାଦ୍‌ ପଡ଼ିଛନ୍ତି ୧,୮୩,୭୮୫ ମହିଳା: ଉପମୁଖ୍ୟମନ୍ତ୍ରୀ

ସୁଭଦ୍ରା ଯୋଜନା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ବଡ ବୟାନ । ସୁଭଦ୍ରା ଦ୍ଵିତୀୟ କିସ୍ତିରେ ୧, ୮୩, ୭୮୫ ମହିଳା ବାଦ୍‌ ପଡ଼ିଛନ୍ତି ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ବିଧାନସଭାରେ ଏକ ଲିଖିତ ଉତ୍ତରରେ ସୂଚନା ଦେଇଛନ୍ତି ।…

କେନ୍ଦ୍ରୀୟ ଡେପୁଟେସନରେ ଯିବେ ଆଇଏଏସ୍ ନିକୁଞ୍ଜ ଧଳ

କେନ୍ଦ୍ରୀୟ ଡେପୁଟେସନରେ ଯିବେ ବରିଷ୍ଟ ଆଇଏଏସ୍ ନିକୁଞ୍ଜ ଧଳ । କିଛିଦିନ ମଧ୍ୟରେ ପ୍ରକାଶ ପାଇପାରେ ବିଜ୍ଞପ୍ତି । ୧୯୯୩ ବ୍ୟାଚ୍ ଓଡ଼ିଶା କ୍ୟାଡରର ଆଇଏଏସ୍ ଅଧିକାରୀ ନିକୁଞ୍ଜ ଧଳଙ୍କୁ ମାର୍ଚ୍ଚ ୨୦୨୩ରେ ଓଡ଼ିଶାର ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଭାବରେ…

ଛତିଶଗଡ଼ ଏନକାଉଣ୍ଟରରେ ୨୦ ମାଓବାଦୀ ନିହତ

ଛତିଶଡରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା । ଛତିଶଗଡ଼ ସୁକମାରେ ସୁରକ୍ଷାବାହିନୀ-ମାଓବାଦୀ ଗୁଳିବିନିମୟ ଘଟଣାରେ ଏବେସୁଦ୍ଧା ୨୦ ମାଓବାଦୀଙ୍କ ମୃତଦେହ ଜବତ ହୋଇଥିବା ସୂଚନା ମିଳିଛି । ଗୁଳି ବିନିମୟରେ ୨ ଯବାନ ଆହତ ହୋଇଥିବା ଜଣାପଡିଛି । ଜିଲ୍ଲା ରିଜର୍ଭ ଗାର୍ଡ…