କେନ୍ଦ୍ରାପଡ଼ା ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ରାଜନଗରର ବିଧାୟକ ଥିଲେ। ଅଂଶୁମାନ ରାହୁଲ ଗାନ୍ଧିଙ୍କ ଭାରତ ଜୋଡ଼ୋ ନ୍ୟାୟ ଯାତ୍ରାରେ ସକ୍ରିୟ ଥିଲେ ତଥା କୁତ୍ରା, ବଡ଼ଗାଁ, ରାଉରକେଲା ଯାତ୍ରାରେ ଯୋଗ ଦେଇଥିଲେ । ଅଂଶୁମାନ ମହାନ୍ତି ଖୁବ୍ ଶୀଘ୍ର ବିଜୁ ଜନତା ଦଳରେ ଯୋଗ ଦେବେ ବୋଲି ଶୁଣା ଯାଉଛି । Post navigation ଦୁଇ ଗୁଣ ବଢ଼ିଲା ମମତା ଯୋଜନା ସହାୟତା ରାଶି ଅଶ୍ବିନୀ ବୈଷ୍ଣବ ହେଲେ ଓଡ଼ିଶାରୁ ରାଜ୍ୟ ସଭା ପ୍ରାର୍ଥୀ