କ୍ୟାଚ୍ ଦ ରେନ୍‌ ପ୍ରୋଗ୍ରାମରେ ସାମିଲ ହୋଇଛି ଭୁବନେଶ୍ବର । ବର୍ଷା ଜଳ ସଂରକ୍ଷଣ ଉପରେ ‘ମନ୍‌ କି ବାତ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ୪ ଜୁଲାଇରୁ ଆରମ୍ଭ ହୋଇଥିବା ଏହି ଅଭିଯାନ ବର୍ଷାଜଳ ସଂରକ୍ଷଣ ଉପରେ ଧ୍ୟାନ କେନ୍ଦ୍ରିତ କରୁଛି। ଦେଶର ଅନେକ ପ୍ରମୁଖ ସହର ଏହାର ଅଂଶ। ଏହି କାର୍ଯ୍ୟକ୍ରମରେ ବର୍ଷାଜଳ ଅମଳ ସହିତ କୂପ ଏବଂ ପୋଖରୀର ପୁନରୁଦ୍ଧାର ଉପରେ ଗୁରୁତ୍ୱ ଦିଆଯାଇଛି ।

Leave a Reply

Your email address will not be published. Required fields are marked *