ଆରମ୍ଭ ହୋଇଛି ବାହୁଡ଼ା ଯାତ୍ରା । ଶରଧା ବାଲିରେ ଗଡ଼ିଛି ତିନି ରଥ । ଶ୍ରୀମନ୍ଦିର ଅଭିମୁଖେ ଯାଉଛନ୍ତି ୩ ରଥ ତାଳଧ୍ବଜ, ଦର୍ପଦଳନ ଓ ନନ୍ଦିଘୋଷ । ବଡ଼ଭାଇ, ଭଉଣୀଙ୍କ ପଛେ ପଛେ ଯାଉଛନ୍ତି କାଳିଆ ସାଆନ୍ତେ । ଭକ୍ତିମୟ ପରିବେଶରେ ରଥ ଟାଣି ନେଉଛନ୍ତି ଶ୍ରଦ୍ଧାଳୁ । ଘଣ୍ଟ ନିନାଦରେ ହରିବୋଲ ହୁଳହୁଳି ଧ୍ୱନିରେ ଘର୍ଘର ନାଦରେ ଆଗକୁ ବଢ଼ିଛି ତିନି ରଥ । Post navigation RI Trapped in Vigilance Net: ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମହିଳା ଆର୍ଆଇ Engage With Youth On Instagram: ଇନଷ୍ଟାଗ୍ରାମରେ ସକ୍ରିୟ ରହିବାକୁ ମନ୍ତ୍ରୀମାନଙ୍କୁ ମୋଦିଙ୍କ ପରାମର୍ଶ