ଦିଲ୍ଲୀର ଜନ୍ତର ମନ୍ତରରେ ଛାତ୍ରଛାତ୍ରୀଙ୍କ ପ୍ରତିବାଦର ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ କ୍ୟାବିନେଟ୍ ସହଯୋଗୀମାନଙ୍କୁ ରିଲ୍ ଏବଂ ଇଣ୍ଟରାକ୍ଟିଭ୍ ଅଧିବେଶନ ମାଧ୍ୟମରେ ଇନଷ୍ଟାଗ୍ରାମରେ ଯୁବପିଢ଼ିଙ୍କ ସହ ଜଡିତ ହେବାକୁ ପରାମର୍ଶ ଦେଇଛନ୍ତି। ଇନଷ୍ଟାଗ୍ରାମରେ ସକ୍ରିୟ ରହିବାକୁ ମୋଦି ପରାମର୍ଶ ଦେଇ କେତେଜଣ ମନ୍ତ୍ରୀ ଇନଷ୍ଟାରେ ସକ୍ରିୟ ଅଛନ୍ତି ବୋଲି ପ୍ରଶ୍ନ କଲେ ମୋଦି। ସେ କହିଛନ୍ତି ଯୁବବର୍ଗ ଇନଷ୍ଟାରେ ସକ୍ରିୟ, ଆମକୁ ବି ଇନଷ୍ଟାରେ ଯୋଡ଼ି ହେବା ଜରୁରୀ । ପ୍ରତ୍ୟେକ ମନ୍ତ୍ରୀ ଇନଷ୍ଟାଗ୍ରାମରେ ସକ୍ରିୟ ରୁହନ୍ତୁ, ରିଲ୍ ପୋଷ୍ଟ କରନ୍ତୁ। ଯୁବବର୍ଗଙ୍କ ସହ ଆଲୋଚନା ନିହାତି ଜରୁରୀ । Post navigation Bahuda Jatra 2026: ଆରମ୍ଭ ହେଲା ରଥ ଟଣା PM Modi’s Key Advice in Cabinet Meeting: Be Active on Instagram, Connect with Youth