ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ମହିଳା ଆର୍ଆଇ । ଡେରାବିଶ କାଉପଡ଼ା ଆର୍ଆଇ ସାଇଦର୍ଶିନୀ ଲେଙ୍କା ଧରାପଡ଼ିଲେ । ମ୍ୟୁଟେସନ୍ ପାଇଁ ୫୫୦୦ ଲାଞ୍ଚ ନେବାବେଳେ କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶର କାଉପଡ଼ା ସର୍କଲରେ କାର୍ଯ୍ୟରତ ଆର୍ଆଇ ସାଇଦର୍ଶିନୀ ଲେଙ୍କାଙ୍କୁ ଧରିଲା ଭିଜିଲାନ୍ସ । Post navigation Vande Mataram Bill: ରାଜ୍ୟସଭାରେ ଆଗତ ହେଲା ବନ୍ଦେ ମାତରମ୍ ବିଲ୍ Bahuda Jatra 2026: ଆରମ୍ଭ ହେଲା ରଥ ଟଣା