ଅନୁଗୋଳରେ ଦୁଇ ସୁନା ଲୁଟେରାଙ୍କୁ ଏନକାଉଣ୍ଟର କଲା ପୋଲିସ। ପୋଲିସ୍ ଗୁଳିରେ ମହାରାଷ୍ଟ୍ରର ସୁନା ଲୁଟେରା ସଚିନ୍ ଗେଜଗେ ଓ ପ୍ରକାଶ ମାଦନେ ଗୁରୁତର ହୋଇଛନ୍ତି । ବାଲାଜୀ ଗୋଲ୍ଡ ରିଫାଇନାରୀରେ ଡକାୟତି ଘଟଣାର ପର୍ଦ୍ଦାଫାଶ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଏବଂ ପ୍ରାୟ ସମସ୍ତ ଚୋରି ସମ୍ପତ୍ତି ଉଦ୍ଧାର କରିଛି। ପୋଲିସ ଗୁଳିଲେ ଆହତ ୨ ଲୁଟେରାଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି। Post navigation Sarankul IIC Transferred: ମହିଳାଙ୍କୁ ପ୍ରେମ ନିବେଦନ ଅଭିଯୋଗ; ବଦଳିଲେ ଶରଣକୁଳ ଆଇଆଇସି Two BLOs Suspended In Boudh: SIR କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ ଶିକ୍ଷକ ନିଲମ୍ବିତ