ଭୁବନେଶ୍ୱରର ସୈନିକ ସ୍କୁଲ୍ ରାସ୍ତାରେ ସିରିଜ୍ ଦୁର୍ଘଟଣା ଘଟଣାରେ ଘରୋଇ ହସ୍ପିଟାଲ୍ରେ ଆଉ ଜଣେ ମୃତ ହୋଇଛି । ଏହାକୁ ନେଇ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଲକ୍ଷ୍ମୀଧର ଟୋପଙ୍କ ମୃତ୍ୟୁ ଘଟିଛି । ତାଙ୍କ ଘର ଭୁବନେଶ୍ୱରର ନ୍ୟୁ ଗଭର୍ଣ୍ଣମେଣ୍ଟ କଲୋନୀ ଅଞ୍ଚଳରେ ବୋଲି ସୂଚନା ମିଳିଛି ଗତକାଲି ଅଟୋ ଓ ବାଇକ୍ ପରେ ୬ ଜଣଙ୍କୁ ଧକ୍କା ଦେଇଥିଲା କାର୍ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । Post navigation Professor arrested for sexually assaulting student: ଛାତ୍ରୀଙ୍କୁ ଯୌନ ନିର୍ଯାତନା ଦେବା ସହ ଅଶ୍ଲୀଳ ଫଟୋ ଭାଇରାଲ କରି ଗିରଫ ହେଲେ ପ୍ରଫେସର Central Govt imposes Temporary Ban on Telegram till June 22 over NEET Re-exam