କେରଳମ୍ରେ ସରକାରୀ ବସ୍ରେ ମହିଳାଙ୍କ ପାଇଁ ଯାତ୍ରା ମାଗଣା । ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଥମ କ୍ୟାବିନେଟ ବୈଠକରେ, ଭି ଡି ସତୀଶନଙ୍କ ନେତୃତ୍ୱରେ କେରଳ ସରକାର ଜୁନ୍ ୧୫ ତାରିଖରୁ ସରକାରୀ ବସ୍ରେ ମହିଳାମାନଙ୍କ ପାଇଁ ମାଗଣା ଯାତ୍ରା ଏବଂ ଆଶା (ସ୍ୱୀକୃତିପ୍ରାପ୍ତ ସାମାଜିକ ସ୍ୱାସ୍ଥ୍ୟ କର୍ମୀ) କର୍ମୀଙ୍କ ମାସିକ ଦରମା ୩ ହଜାର ଟଙ୍କା ବୃଦ୍ଧି ସହ ଅଙ୍ଗନବାଡି କର୍ମୀ ଓ ହେଲ୍ପରଙ୍କ ମାସିକ ପାଉଣା ହଜାରେ ଟଙ୍କା ବଢ଼ାଇଛନ୍ତି । Post navigation NEET-UG Paper Leak Case: CBI arrests Maharashtra Coaching Centre Director, 10th arrest in ongoing probe BCCI wins Major RTI Battle: CIC Rules Board not a Public Authority