ରାଜ୍ୟରେ ଘରଗଣନା ନେଇ ଆଜି ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି ଓଡ଼ିଶାରେ ୯୦ ପ୍ରତିଶତରୁ ଅଧିକ ଘରଗଣନା କାମ ଶେଷ ହୋଇସାରିଲାଣି ।  ଦେଶରେ ଜନଗଣନା ସଫଳତାରେ କରିବାରେ ଓଡ଼ିଶା ୧ ନମ୍ବର ହେବ ।

କୋରାପୁଟରେ ୯୦ ପ୍ରତିଶତ ଶେଷ ହୋଇଥିବା ବେଳେ କୋଟିଆରେ ଶତ ପ୍ରତିଶତ ଘରଗଣନା ଶେଷ ହୋଇଛି। ଗଜପତି ଓ ବାଲେଶ୍ୱର ସୀମାନ୍ତବର୍ତ୍ତୀ ଜ଼ିଲ୍ଲାରେ ବି ଘରଗଣନା ସରିଛି ।

Leave a Reply

Your email address will not be published. Required fields are marked *