ପଞ୍ଜାବର ଶିଳ୍ପ ମନ୍ତ୍ରୀ ତଥା ଜଣେ ବଡ଼ ବ୍ୟବସାୟୀ ଏବଂ ପୂର୍ବତନ ରାଜ୍ୟସଭା ସାଂସଦ ସଞ୍ଜୀବ ଅରୋରା ଗିରଫ । ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) । ମନି ଲଣ୍ଡରିଂ ସହ ଜଡ଼ିତ ଏକ ପୁରୁଣା ମାମଲା ଏବଂ ଜମି କାରବାରରେ ହୋଇଥିବା କଥିତ ଅନିୟମିତତାକୁ ନେଇ ବିଭିନ୍ନ ସ୍ଥାନରେ ED ର ଚଢ଼ାଉ ପରେ ସଞ୍ଜୀବ ଅରୋରା ଗିରଫ କରାଯାଇଛି ।

ସଞ୍ଜୀବ ଅରୋରାଙ୍କ କମ୍ପାନୀ ‘ହ୍ୟାମ୍ପଟନ ସ୍କାଇ ରିଅଲଟି ଲିମିଟେଡ’ ଉପରେ ଜମି ବ୍ୟବହାରରେ ଅନିୟମିତତା, ଶେୟାର ବଜାରରେ ହେରଫେର, ହାୱାଲା ଏବଂ ଦୁବାଇରୁ ଭାରତକୁ ଟଙ୍କା ଆଣିବା ଭଳି ଅଭିଯୋଗ ରହିଛି ।

Leave a Reply

Your email address will not be published. Required fields are marked *