2-odisha-workers-die-in-kerala
କେରଳର ମାଲ୍ଲାପୁରମରେ ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । କୂଅରୁ ଛେଳିକୁ ଉଦ୍ଧାର କରିବାକୁ ଯାଇ ୨ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି । କୂଅ ପମ୍ପରୁ ବିଦ୍ୟୁତ ଆଘାତ ଲାଗି ଦୁଇ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ପାତ୍ରପୁର ଖାରିଆଗୁଡ଼ା ଗାଁର ବାସିନ୍ଦା ।
 
ଦୁହେଁ ଗାଁକୁ ଫେରିବା ପାଇଁ ୧୯ ତାରିଖ ପାଇଁ ଟ୍ରେନ୍‌ ଟିକେଟ କରିଥିଲେ । ଏହି ଅଭାବନୀୟ ଘଟଣା ଶୁଣି ଗାଁରେ ଶୋକର ଛାୟା ଖେଳି ଯାଇଛି ।
 
 
 

By Nirvay

Leave a Reply

Your email address will not be published. Required fields are marked *