OTET exam time changed
ଶିକ୍ଷକଙ୍କ ଯୋଗ୍ୟତା ନିର୍ଦ୍ଧାରଣ ପାଇଁ ଆବଶ୍ୟକ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆସନ୍ତା ୧୭ ତାରିଖରେ ହେବ । ଡିସେମ୍ବର ୧୭ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଟିଇଟି ପରୀକ୍ଷାର ସମୟ ବଦଳିଛି । ଏହାର ସମୟ ୩୦ ମିନିଟ୍‌ ପରିବର୍ତ୍ତନ କରାଯାଇଛି ।
 
ପୂର୍ବରୁ ପେପର-୨ ପରୀକ୍ଷା ସମୟ ଅପରାହ୍ନ ୧.୩୦ ରୁ ୪ଟା ଯାଏଁ ପରୀକ୍ଷା ଅନୁଷ୍ଠିତ ହେବାର ଥିଲା । ଏବେ ଏହା ଅପରାହ୍ନ ୨ଟାରୁ ୪.୪୦ ଯାଏଁ ଅନୁଷ୍ଠିତ ହେବ । ଓଟିଇଟି ପେପର-୧ ପରୀକ୍ଷା ସକାଳ ୯ ରୁ ସାଢ଼େ ୧୧ ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।
 
ପେପର ୧ ପାଇଁ ୪୭,୭୨୦ ଜଣ ପ୍ରାର୍ଥୀ ଏବଂ ପେପର ୨ ପାଇଁ ୧୨,୬୫୯ ଜଣ ପ୍ରାର୍ଥୀ ପଞ୍ଜୀକୃତ କରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *