ଚଳିତବର୍ଷ ନିର୍ବାଚନ ନେଇ ବେଶ୍ କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ଏହାକୁ ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀଙ୍କ ସଂକେତ ।  ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ କହିଛନ୍ତି କଲେଜ ନିର୍ବାଚନ ନେଇ ଆମେ ସକାରାତ୍ମକ ଅଛୁ। ରାଜ୍ୟ ସରକାର ପୂର୍ବରୁ ଆଭିମୁଖ୍ୟ ସ୍ପଷ୍ଟ କରି ସାରିଛନ୍ତି ।

ଅନ୍ୟପଟେ ଆଜି ବିଜେଡି ରାଜ୍ୟ ସରକାରଙ୍କୁ ନିଶାନା କରିଛି। ସରକାର କାହିଁକି ନିର୍ବାଚନ କରୁନି ବୋଲି ଦଳ ପ୍ରଶ୍ନ ଉଠାଇଛି। ୟୁଟର୍ଣ୍ଣ ମାରିବାରେ ସରକାର ମାହିର। ପୂର୍ବରୁ ନିର୍ବାଚନ କରିବେ ବୋଲି କହିଥିଲେ , ହେଲେ ଦଶହରା ଆସିଲାଣି , କାହିଁକି ନିର୍ବାଚନ ହୋଇନି ବୋଲି ପ୍ରଶ୍ନ କରିଛି ବିଜେଡି।

Leave a Reply

Your email address will not be published. Required fields are marked *