ଆସନ୍ତା ୧୬ ତାରିଖରେ ବସିବ ସର୍ବଦଳୀୟ ବୈଠକ । ସର୍ବଦଳୀୟ ବୈଠକ ଡାକିଲେ ବାଚସ୍ପତି । ୧୮ରେ ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡକାଯାଇଛି। ୧୮ରୁ ୨୫ ଯାଏ ବିଧାନସଭା ମୌସୁମୀ ଅଧିବେଶନ ଚାଲିବ। ସୁରୁଖୁରରେ ବିଧାନସଭା ସାରିବା ନେଇ ସର୍ବଦଳୀୟ ବୈଠକରେ ହୋଇପାରେ ଆଲୋଚନା ।

ସୂଚନା ଯୋଗ୍ୟ; ଆସନ୍ତା ୧୮ ତାରିଖରୁ ପୁଣି ଆରମ୍ଭ ହେବ ବିଧାନସଭା ଅଧିବେଶନ। ମୌସୁମୀ ଅଧିବେଶନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ଅଧିବେଶନ ୨୫ ତାରିଖ ଯାଏ ଚାଲିବ। ଅଧିବେଶନରେ ରହିଛି ୭ଟି କାର୍ଯ୍ୟ ଦିବସ ରହିବ ।

Leave a Reply

Your email address will not be published. Required fields are marked *