demand-to-make-balasore-a-municipal-corporation-intensifies
ପୁରୀ ଜଗନ୍ନାଥ ଧାମ ମହାନଗର ନିଗମ ହେବ ବୋଲି ମୁଖ୍ୟମନ୍ତ୍ରୀ ଗତକାଲି ଘୋଷଣା କରିବା ପରେ ବାଲେଶ୍ୱରକୁ ମହାନଗର ନିଗମ ଘୋଷଣା ଦାବି ଜୋର ଧରିଛି ।ଏନେଇ ସରକାରୀ ଦଳ ଉପ ମୁଖ୍ୟ ସଚେତକ ଗୋବିନ୍ଦ ଦାସ ଦାବି କରିଛନ୍ତି ।
 
ସେ କହିଛନ୍ତି ଯେ ବାଲେଶ୍ୱରରେ ଭିତ୍ତିଭୂମି ଅଛି, ପ୍ରତିରକ୍ଷା ଓ ଶିଳ୍ପାଞ୍ଚଳ ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଏ ନେଇ ଦାବି କରିବୁ ବୋଲି ଗୋବିନ୍ଦ ଦାସ କହିଛନ୍ତି ।
 
ଦୀର୍ଘ ଦିନ ହେବ ବାଲେଶ୍ୱକୁ ମହାନଗର ନିଗମ ଘୋଷଣା କରିବା ପାଇଁ ଦାବି ହେଉଛି । 

By Nirvay

Leave a Reply

Your email address will not be published. Required fields are marked *