ମହାକାଶ କ୍ଷେତ୍ରରେ ଭାରତ ନୂଆ ଇତିହାସ ରଚିବାକୁ ଯାଉଛି । ଭାରତୀୟ ମହାକାଶଚାରୀ ଗ୍ରୁପ କ୍ୟାପଟେନ ଶୁଭ୍ରାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ ଯାତ୍ରା କରିବାରେ ପ୍ରଥମ ଭାରତୀୟ ହେବାକୁ ଯାଉଛନ । ଆଗାମୀ ମାସରେ ISS ର ମହାକାଶ ଯାତ୍ରାରେ ସେ ସାମିଲ ହେବେ । ଏକ୍ସରେ ପୋଷ୍ଟ କରି ଏହି ସୂଚନା ଦେଲେ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂ । ଶୁଭ୍ରାଂଶୁ ଭାରତର ଗଗନଯାନ ହ୍ୟୁମ୍ୟାନ ସ୍ପେସ ଫ୍ଲାଇଟ ପ୍ରୋଗ୍ରାମ ପାଇଁ ନୋମିନେଟ ହୋଇଥିବା ମହାକାଶ ଯାତ୍ରୀ ଅଟନ୍ତି । Post navigation ୨୦୦୦ ଟଙ୍କା ୟୁପିଆଇ ପ୍ରଦାନ ଉପରେ ଲାଗିବନି ଜିଏସଟି ବୋକାରୋ ଜିଲ୍ଲାରେ ବଡ଼ ଧରଣର ଏନ୍କାଉଣ୍ଟର; ଯବାନଙ୍କ ଗୁଳିରେ ଟଳିଲେ ୬ ମାଓବାଦୀ