୨୧ରେ ଓଡ଼ିଶା ଆସିବେ ନାହିଁ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଅମିତ ଶାହଙ୍କ ସମ୍ବଲପୁର ଗସ୍ତ ସ୍ଥଗିତ କରାଯାଇଥିବା ସୂଚନା । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ସୂଚନା ଦେଇଛନ୍ତି। ପରବର୍ତ୍ତୀ ସୂଚନା ନ ଆସିବା ଯାଏ ଏହା ସ୍ଥଗିତ ରହିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସୂଚନା ଯୋଗ୍ୟ; ଆସନ୍ତା ୨୧ ତାରିଖରେ ଅମିତ ଶାହ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଥିଲା । ସେଠାରେ ସେ ବିଭିନ୍ନ ସରକାରୀ ପ୍ରକଳ୍ପର ଶିଳାନ୍ୟାସ ଯୋଗଦେଇଥାନ୍ତେ। କିନ୍ତୁ କୌଣସି କାରଣରୁ ଶ୍ରୀ ଶାହଙ୍କ କାର୍ଯ୍ୟକ୍ରମ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ସୂଚନା ନ ଆସିବା ଯାଏ ଏହା ସ୍ଥଗିତ ରହିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *