ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ଦେଶର ରାଜଧାନୀ ନୂଆଦିଲ୍ଲୀରେ ନିଜର ନୂତନ ଏବଂ ଭବ୍ୟ କାର୍ଯ୍ୟାଳୟ ‘କେଶବ କୁଞ୍ଜ’ ନିର୍ମାଣ କରିଛି ଯାହା ଆଜି ଉଦଘାଟିତ ହୋଇଛି । କୁହାଯାଉଛି ଏହାକୁ ନିର୍ମାଣ କରିବା ପାଇଁ ଖର୍ଚ୍ଚ ହୋଇଛି ଦେଢ଼ ଶହ କୋଟି ଟଙ୍କା । ଆରଏସଏସର ଏହି କାର୍ଯ୍ୟାଳୟ ପ୍ରାୟ ୪ ଏକର ଜମିରେ ବିସ୍ତୃତ । ‘କେଶବ କୁଞ୍ଜ’ ଭିତରେ ରହିଛି ଅଡିଟୋରିୟମ୍, ପୁସ୍ତକାଳୟ, ହସ୍ପିଟାଲ ଓ ହନୁମାନ ମନ୍ଦିର । ସାର୍ବଜନୀନ ଦାନରୁ ନିର୍ମିତ ହୋଇଛି ‘କେଶବ କୁଞ୍ଜ’ । Post navigation ରେଖା ଗୁପ୍ତା ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ସରକାର: ରେଖା ଗୁପ୍ତାଙ୍କ ସହ ଶପଥ ନେବେ ୬ ମନ୍ତ୍ରୀ