ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପ୍ରୟାଗରାଜ ମହାକୁମ୍ଭରେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବେ । ସୂତ୍ର ଅନୁଯାୟୀ କୁହାଯାଉଛି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରୟାଗରାଜ ଗସ୍ତ ଦିଲ୍ଲୀ ବିଧାନସଭା ନିର୍ବାଚନ ଦିନ ହେବ । ପ୍ରଧାନମନ୍ତ୍ରୀ ମୋଦି କାଲି ଦିନ ୧୧ ଟାରେ ମହାକୁମ୍ଭରେ ସ୍ନାନ କରିବେ ଏବଂ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରିବେ । ସ୍ନାନ ପରେ ପ୍ରଧାନମନ୍ତ୍ରୀ ବାୟୁସେନା ବିମାନ ଯୋଗେ ସିଧାସଳଖ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ । Post navigation ପୋଲିସ ଇନଫର୍ମର ସନ୍ଦେହରେ ୨ ଜଣଙ୍କୁ ହତ୍ୟା କଲେ ମାଓବାଦୀ ଦିଲ୍ଲୀ ବିଧାନସଭା ପାଇଁ ଚାଲିଛି ଭୋଟଗ୍ରହଣ