ଓଡ଼ିଶାରେ ଆପାର୍ଟମେଣ୍ଟ ପଞ୍ଜୀକରଣକୁ ନେଇ ବଡ଼ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଓଡ଼ିଶା ଆପାର୍ଟମେଣ୍ଟ ଆଇନ-୨୦୨୩ ଲାଗୁ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏ ନେଇ IGR ଓଡ଼ିଶାକୁ ଚିଠି ଲେଖିଛି ରାଜସ୍ଵ ବିଭାଗ । ରାଜ୍ୟରେ ୨୦୧୭ ମସିହାରେ ରେରା ଆଇନ ଆସିବା ପୂର୍ବରୁ ନିର୍ମିତ ସବୁ ଆପାର୍ଟମେଣ୍ଟ ଗୁଡ଼ିକର ପଞ୍ଜୀକରଣ କରୁଥିବା ସମସ୍ତ ରେଜିଷ୍ଟ୍ରେସନ ଅଧିକାରୀଙ୍କୁ ନିର୍ଦ୍ଦେଶ ପାଇଁ ଚିଠି ଲେଖିଛି ରାଜସ୍ଵ ବିଭାଗ । Post navigation ମାଘ ସପ୍ତମୀ ବୁଡ଼ ପାଇଁ ଚନ୍ଦ୍ରଭାଗାରେ ବ୍ୟାପକ ବ୍ୟବସ୍ଥା ଝାରପଡ଼ାର ସ୍ଵତନ୍ତ୍ର କାରାଗାରରେ ଛାତ୍ର ନେତାଙ୍କୁ ଭେଟିଲେ କଂଗ୍ରେସ ନେତୃବୃନ୍ଦ