ବରଗଡ଼ ଧନୁଯାତ୍ରାରେ ସାମିଲ୍ ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହାତୀ ପିଠିରେ ସବାର ହୋଇ ସହର ପରିକ୍ରମା କରି ସାରିବା ପରେ ବିଶେଷ ଘୋଷଣା କଲେ । 📌 ବରଗଡ଼ ଧନୁଯାତ୍ରା ଅନୁଦାନ ୧୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କାକୁ ବୃଦ୍ଧି 📌 ବରଗଡ଼ରେ ତିଆରି ହେବ ସୁଦୃଶ୍ୟ ଧନୁଯାତ୍ରା ତୋରଣ 📌 ଧନୁଯାତ୍ରାର ସ୍ଥାୟୀ ରାଜମହଲ ପାଇଁ ୧୨.୮୦ କୋଟି ଟଙ୍କା ମଞ୍ଜୁର 📌 ଜିରାନଦୀରେ ଆନିକଟ ନିର୍ମାଣ ପାଇଁ ୮୦ କୋଟି ମଞ୍ଜୁର 📌 ସହରର କେନାଲ ସୌନ୍ଦର୍ଯ୍ୟକରଣ ପାଇଁ ନିଆଗଲା ନିଷ୍ପତ୍ତି 📌 ୧୭୦ କଳାକାରଙ୍କୁ ଦିଆଯିବ ୧୦ ହଜାର ଟଙ୍କାର ସମ୍ମାନ ରାଶି 📌 ଧନୁଯାତ୍ରାକୁ UNESCO ଐତିହ୍ୟ ମାନ୍ୟତା ପାଇଁ ଗଠନ ହେବ କମିଟି Post navigation ହଂସିତାଙ୍କ ବିଜେଡି ଲିଙ୍କ; କିଏ ସେ ପୂର୍ବତନ ମନ୍ତ୍ରୀ? ଓଡ଼ିଶାରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଲାଗୁ ନେଇ ଦିଲ୍ଲୀରେ ହେବ MOU