ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ଦିନ ଦିଲ୍ଲୀ ଗସ୍ତ କରି ରାଜ୍ୟରେ ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ଲାଗୁ ନେଇ ଦିଲ୍ଲୀରେ MOU ସ୍ଵାକ୍ଷର କରିବେ ।

ରାଜ୍ୟ ସରକାର ଓ କେନ୍ଦ୍ର ମଧ୍ୟରେ MOU ହେବ । ସୋମବାର ଜାନୁଆରୀ ୧୩ ତାରିଖ ଦିନ ବିଜ୍ଞାନ ଭବନରେ ଉଭୟ ସରକାରଙ୍କ ମଧ୍ୟରେ MOU ସ୍ବାକ୍ଷର ହେବ । ମୋଦି ସରକାରଙ୍କ ଏ ଯୁଗାନ୍ତକାରୀ ଯୋଜନା ଓଡ଼ିଶାରେ ଫେବ୍ରୁଆରୀ ମାସରୁ ଲାଗୁ ହେବ ବୋଲି ସୂଚନା ମିଳିଛି ।

By Nirvay

Leave a Reply

Your email address will not be published. Required fields are marked *