ଆଜି ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଖଦି ବୋର୍ଡ ବିକ୍ରୟ କେନ୍ଦ୍ର ପରିଦର୍ଶନ କରିଛନ୍ତି। ଖଦି ବୋର୍ଡର ପୁନରୁଦ୍ଧାର ପାଇଁ ୩୦ ଲକ୍ଷ ଟଙ୍କା କେନ୍ଦ୍ର ଦେଇଛି ବୋଲି ଶ୍ରୀ ସାମଲ କହିଛନ୍ତି। ଦେଶର ଖଦି ବିକ୍ରୟ ୧.୫ ଲକ୍ଷ କୋଟିରୁ ୫ ଲକ୍ଷ କୋଟି କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି। ଏଥିସହ ଖଦି ବ୍ୟବହାର ପାଇଁ ଆହ୍ବାନ ଦେଇଛନ୍ତି। Post navigation ରାଜନୈତିକ ଉଦ୍ଦେଶ୍ୟ ରଖି ସ୍କୁଲ ୟୁନିଫର୍ମ ରଙ୍ଗ ବଦଳାଉଥିଲେ ପୂର୍ବ ସରକାର: ଗଣଶିକ୍ଷା ମନ୍ତ୍ରୀ ଓଡ଼ିଶାରେ ହେବ ବିରାଟ ପୁଞ୍ଜିନିବେଶ; ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ