ବଦଳିଲା ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମ । ସବୁଜ ବଦଳରେ ବାଦାମୀ ରଙ୍ଗର ଡ୍ରେସ୍ ପିନ୍ଧିବେ ଛାତ୍ରଛାତ୍ରୀ। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ମିଳିବ ଡ୍ରେସ୍। ସବୁ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲକୁ ୟୁନିଫର୍ମ ବଣ୍ଟାଯିବ। ପୁରୁଣା ଡିଜାଇନର ଡ୍ରେସ ବଣ୍ଟାଯିବା ବନ୍ଦ ହେବା ପରେ ନୂଆ ୟୁନିଫର୍ମ ଲାଗୁ ହେବ।

Leave a Reply

Your email address will not be published. Required fields are marked *