ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ବିଶ୍ବବିଦ୍ୟାଳୟ ହଷ୍ଟେଲ ନମ୍ବର-୫ରେ ଜୁନିଅର ଛାତ୍ରଙ୍କୁ କିଛି ସିନିୟର ଛାତ୍ରଙ୍କ ରାଗିଂ ଅଭିଯୋଗ ହୋଇଛି। ରାଗିଂ ଅଭିଯୋଗ ପରେ ତନାଘନା କରାଯାଇଛି । ଛାତ୍ରମାନଙ୍କ ଅଭିଯୋଗ ପରେ ବିଶ୍ବବିଦ୍ୟାଳୟରେ ଜରୁରୀ ବୈଠକ ବସିଥିବା ସୂଚନା । ତଦନ୍ତ ସହ ସିସିଟିଭି ଫୁଟେଜ ଯାଞ୍ଚ ପରେ ଘଟଣାର ସତ୍ୟାସତ୍ୟ ପ୍ରମାଣିତ ହେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଭିସି।

Leave a Reply

Your email address will not be published. Required fields are marked *