ଭରତପୁର ଥାନାରେ ସେନା ମେଜରଙ୍କୁ ଦୁର୍ବ୍ୟବାହାର ଓ ମାଡ଼ ଘଟଣାରେ କ୍ରାଇମବ୍ରାଞ୍ଚର ତନାଘନା ଚାଲିଛି। ତେବେ ଏହି ପ୍ରସଙ୍ଗରେ ସାଇବର କମ୍ପ୍ଲେକ୍ସରେ ପୋଲିସ ମହାନିର୍ଦ୍ଦେଶକ ୱାଇ ବି ଖୁରାନିଆ ଓ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ଅରୁଣ ବୋଥ୍ରାଙ୍କ ମଧ୍ୟରେ ଆଲୋଚନା ଚାଲିଛି।

ଏହି ଘଟଣାରେ କ୍ରାଇମବ୍ରାଞ୍ଚ ମେଁଜରଙ୍କୁ ପଚରାଉଚରା କରୁଥିବା ବେଳେ କାଲି ମଧ୍ୟ ଅଙ୍କିତାଙ୍କ ବୟାନ ରେକର୍ଡ କରାଯାଇଥିଲା।

Leave a Reply

Your email address will not be published. Required fields are marked *