ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱତନ୍ତ୍ର ବିମାନ ଯୋଗେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପହଞ୍ଚି ଭବ୍ୟ ସ୍ୱାଗତ କରିଛନ୍ତି। ପରେ ଗାଡ଼କଣ ବସ୍ତି ଅଭିମୁଖେ ବାହାରିଛନ୍ତି। ସେଠାରେ ଲୋକଙ୍କୁ ପିଏମ ଆଅବସ କିସ୍ତି ବାଣ୍ଟିବା ସହ ହିତାଧିକାରୀଙ୍କୁ ଘର ଚାବି ଦେବେ ଓ ସେମାନଙ୍କ ସହ ଆଲୋଚନା କରିବେ।

Leave a Reply

Your email address will not be published. Required fields are marked *