ନବୀନ ପଟ୍ଟନାୟକ ଓ ଭି.କେ ପାଣ୍ଡିଆନ୍ଙ୍କ ନାଁରେ ଦୁର୍ନୀତି ଅଭିଯୋଗ । ମୋ ସ୍କୁଲ ଓ ଝୋଟ ବ୍ୟାଗ ବଣ୍ଟନରେ କୋଟି କୋଟି ଟଙ୍କା ଦୁର୍ନୀତି ଅଭିଯୋଗରେ ଭିଜିଲାନ୍ସ ଏସ୍ପିଙ୍କ ଦ୍ୱାରସ୍ଥ ହେଲେ ଆଇନଜୀବୀ । ତଦନ୍ତ କରି ଦୁର୍ନୀତିର ପର୍ଦ୍ଦାଫାସ୍ କରିବାକୁ ଦାବିକଲେ ଆଇନଜୀବୀ । ସୂଚନା ମୁତାବକ; ୨୦୨୪ ନିର୍ବାଚନ ପୂର୍ବରୁ ରାଜ୍ୟବାସୀଙ୍କୁ ଶହ ଶହ କୋଟି ଟଙ୍କାର ଝୋଟ ବ୍ୟାଗ ବଣ୍ଟନ କରିଥିଲେ ବିଜେଡି ସରକାର। Post navigation ବିଜେପିରେ ଯୋଗଦେଲେ ସୁଜିତ କୁମାର ରାଜ୍ୟରେ ଖାଲି ପଡିଛି ୩୦ ହଜାରରୁ ଅଧିକ ଶିକ୍ଷକ ପଦବୀ