ବିଧାନସଭାରେ ହିନ୍ଦୀରେ ବକ୍ତବ୍ୟ ଦେବାକୁ ଉପବାଚସ୍ପତି ବାରଣ କରିଛନ୍ତି । ତେଲକୋଇ ବିଧାୟକ ଫକୀର ନାଏକ ହିନ୍ଦୀରେ କହିବା ବେଳେ ବାରଣ କରାଯାଇଥିବା ଜଣାପଡିଛି । ସ୍ୱାସ୍ଥ୍ୟ ବିଭାଗର ଖର୍ଚ୍ଚ ଦାବି ଆଲୋଚନାରେ ହିନ୍ଦୀରେ କହିବାକୁ ବିରୋଧ। ଓଡ଼ିଆରେ କହିବାକୁ ପରାମର୍ଶ ଦେଲେ ଉପବାଚସ୍ପତି ଭବାନୀ ଭୋଇ ।

Leave a Reply

Your email address will not be published. Required fields are marked *