Jag Laadki Reaches Mundra Port: ୮୦,୮୮୬ ମେଟ୍ରିକ ଟନ୍ କ୍ରୁଡ୍ ତେଲ ନେଇ ଭାରତ ପହଞ୍ଚିଲା ଜଗ୍‌ ଲାଡ୍‌କୀ

ଭାରତୀୟ ପତାକା ଥିବା ଜାହାଜ ଜଗ୍‌ ଲାଡ୍‌କୀ ସୁରକ୍ଷିତ ଭାବେ ଗୁଜରାଟର ମୁନ୍ଦ୍ରା ବନ୍ଦରରେ ପହଞ୍ଚିଛି । ପଶ୍ଚିମ ଏସିଆରେ ଉତ୍ତେଜନା ବୃଦ୍ଧି ମଧ୍ୟରେ ଏହି ତୈଳ ଜାହାଜଗୁଡ଼ିକ ଭାରତରେ ପହଞ୍ଚିଛି। ଅସ୍ଥିର ପରିସ୍ଥିତି ମଧ୍ୟରେ ଭାରତ ପାଇଁ ଖୋଲିଯାଇଛି ଏକ…

Govt Caps Airline Seat Selection Fees: ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର, ୬୦% ସିଟ୍‌ ମାଗଣାରେ ବାଛିପାରିବେ ଯାତ୍ରୀ

ସରକାର ବିମାନ ଯାତ୍ରୀଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଏୟାରଲାଇନ୍ସଗୁଡ଼ିକୁ ଏବେ ପ୍ରତ୍ୟେକ ଉଡ଼ାଣରେ ଅତି କମ୍‌ରେ ୬୦ ପ୍ରତିଶତ ସିଟ୍ ଯାତ୍ରୀମାନଙ୍କୁ ଅତିରିକ୍ତ ଶୁଳ୍କ ବିନା ଚୟନ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶାବଳୀ ଜାରି କରାଯାଇଛି ।…

Dara Singh Case in SC: ସୁପ୍ରିମକୋର୍ଟରେ ମେ ୧୩ ତାରିଖରେ ଦାରା ସିଂ ମାମଲାର ପରବର୍ତ୍ତୀ ଶୁଣାଣି

ଆଜି ସୁପ୍ରିମକୋର୍ଟରେ ଦାରା ସିଂ ମାମଲାର ଶୁଣାଣି ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ୍ ପିତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଛନ୍ତି । ବହୁଚର୍ଚ୍ଚିତ ଗ୍ରାହମ ଷ୍ଟେନ୍ସ ହତ୍ୟା ମାମଲାରେ ଆଜୀବନ ଦଣ୍ଡାଦେଶ କାଟୁଥିବା ଦାରା ସିଂହଙ୍କ ଦଣ୍ଡ କୋହଳ…

SCB Hospital Fire: ପୁଣି ଅଘଟଣରୁ ଅଳ୍ପକେ ବର୍ତ୍ତିଲା SCB

ରାଜ୍ୟର ସବୁଠାରୁ ବଡ଼ ଡାକ୍ତରଖାନା କୁହାଯାଉଥିବା କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲର ଟ୍ରମା କେୟାର ସେଣ୍ଟରରେ ରବିବାର ବିଳମ୍ବିତ ରାତିରେ ଭୟଙ୍କର ଅଗ୍ନିକାଣ୍ଡରେ ୧୨ ଜଣ ରୋଗୀଙ୍କର ମୃତ୍ୟୁ ହୋଇଥିବା ଘଟଣା ଲୋକଙ୍କ ମନରୁ ନଲିଭୁଣୁ ଆଜି ପୁଣିଥରେ…

Devi Ranjan Tripathy Slams Naveen Patnaik: ଏବେ ବି ପାଣ୍ଡିଆନଙ୍କ କବ୍‌ଜାରେ ରହିଛି ବିଜେଡି: ଦେବୀ ରଂଜନ ତ୍ରିପାଠୀ

ଆଜି ବର୍ଷିଛନ୍ତି ବିଜେଡି ନେତା ଦେବୀ ରଞ୍ଜନ ତ୍ରିପାଠୀ। ଏବେ ବି ପାଣ୍ଡିଆନଙ୍କ କବ୍‌ଜାରେ ବିଜେଡି କହି ବର୍ଷିଲେ ଦେବୀ ରଞ୍ଜନ ତ୍ରିପାଠୀ । ଏହା ସହ ପ୍ରତ୍ୟାଖିତ ସଂତୃପ୍ତ ମିଶ୍ରଙ୍କୁ ବିଜେଡି କାହିଁକି ପ୍ରାର୍ଥୀ କଲା ପଚାରିଛନ୍ତି। ଏଥି ସହିତ…

RI Assaulted Inside Govt Office: କାର୍ଯ୍ୟାଳୟ ଭିତରେ ପଶି ଆରଆଇଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ଯୁବକ

ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ଭିତରେ ପଶି ଆରଆଇଙ୍କୁ ଆକ୍ରମଣ । କାର୍ଯ୍ୟାଳୟରେ ପିଡ଼ିବା ସହ ଘୋଷାଡ଼ି ଘୋଷାଡ଼ି ବାହାରକୁ ଆଣି ଅଧିକାରୀଙ୍କୁ ନିର୍ଧୁମ ପଡ଼ିଲେ ଯୁବକ । ବେଆଇନ କାର୍ଯ୍ୟ କରିବାକୁ ମନା କରିବାରୁ ନିର୍ଧୂମ ଛେଚିଲେ ଯୁବକ । ଭଦ୍ରକ…

Biju-Naveen Inspirational Foundation: ବିଜୁ-ନବୀନ ଟ୍ରଷ୍ଟ ଗଠନ ନେଇ ସ୍ପଷ୍ଟୀକରଣ ରଖିଲେ ନବୀନ ପଟ୍ଟନାୟକ

ଟ୍ରଷ୍ଟ ଗଠନ ନେଇ ଚାଲିଥିବା ଚର୍ଚ୍ଚା ଭିତରେ ସ୍ପଷ୍ଟୀକରଣ ରଖିଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ସେ ନିଶ୍ଚିତ କରିଛନ୍ତି ଯେ ଟ୍ରଷ୍ଟ ଗଠନ କରିବା ତାଙ୍କର ନିଷ୍ପତ୍ତି ଥିଲା ଯାହାର ଦଳ କିମ୍ବା ଦଳୀୟ ପାଣ୍ଠି ସହିତ କୌଣସି ସମ୍ପର୍କ…

Plastic Free Market: ପ୍ଲାଷ୍ଟିକ ଫ୍ରି ହେବ ଡମଣା ଓ ଭିଏସ୍ଏସ୍ ନଗର ହାଟ

ଭୁବନେଶ୍ୱରର ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ । ୧୫ ଦିନ ମଧ୍ୟରେ ଏକକ ବ୍ୟବହାର ପ୍ଲାଷ୍ଟିକ ବନ୍ଦ କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ବ୍ୟସ୍ତବହୁଳ ବଜାରଗୁଡ଼ିକରୁ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍…

National Census 2027: ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ବାସଡର ହେଲେ ସୁଦର୍ଶନ ପଟ୍ଟନାୟକ

ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ୍ ଆମ୍ବାସଡର ହୋଇଛନ୍ତି ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏ ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜନଗଣନା ସଚେତନତାକୁ ଅଧିକ ପ୍ରଭାବୀ କରିବେ ବାଲୁକା ଶିଳ୍ପୀ ସୁଦର୍ଶନ ।…

Group Clash In BJB College: ବିଜେବି କଲେଜ ହଷ୍ଟେଲରେ ଦୁଇ ଛାତ୍ର ଗୋଷ୍ଠୀ ମୁହାମୁହିଁ: ୨୫ରୁ ଊର୍ଦ୍ଧ୍ୱ ଆହତ

ରଣକ୍ଷେତ୍ର ପାଲଟିଲା ଭୁବନେଶ୍ୱରର ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ୱୟଂଶାସିତ କଲେଜ ହଷ୍ଟେଲ । ଦୁଇ ଛାତ୍ର ଗୋଷ୍ଠୀ ମଧ୍ୟରେ ବୋତଲ, ଠେଙ୍ଗା ଓ ପଥରରେ ଆକ୍ରମଣ ହୋଇଛି । ଅଶୋକ-ଆମ୍ବେଦକର ହଷ୍ଟେଲ ଛାତ୍ରଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଦେଖିବାକୁ ମିଳିଛି।…