ବିଧାନସଭା ଉତ୍ତର ନେଇ ଖୋଲାଖୋଲି ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲା ବିଜେଡି। ପାଣ୍ଡିଆନଙ୍କୁ ପ୍ରୋଟେକ୍ସନ ଦେବାକୁ ଖୋଲାଖୋଲି ଆଗେଇ ଆସିଲା ବିଜେଡି। ସାମ୍ବାଦିକ ସମ୍ମିଳନୀରେ ପାଣ୍ଡିଆନଙ୍କୁ ଖୋଲା ପ୍ରୋଟେକ୍ସନ ଦେଲେ ବିଜେଡି ନେତା। ପାଣ୍ଡିଆନଙ୍କୁ ଖୁଲମଖୁଲା ସମର୍ଥନ କଲେ ସୁଲତା ଦେଓ ଓ ଲେନିନ୍ ମହାନ୍ତି। ପାଣ୍ଡିଆନ ଏ ନେଇ ଖୋଲା ଚ୍ୟାଲେଞ୍ଜ ଦେଇଥିବା ଉଭୟ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। କେଉଁଠି ତାଙ୍କ ଫଟୋ ବାହାରିଛି ଲେନିନ୍ ଦେଖାଇବାକୁ କହିଲେ। ଏବେ ବି ବି ବିଜୁ ଜନତା ଦଳରେ ରହିଛି ଭିକେ ପାଣ୍ଡିଆନଙ୍କ ଦବ୍ଦବା। ଆଜି ବିଧାୟକ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନର ଉତ୍ତର ରଖିଥିଲେ ମୁଖ୍ୟମନ୍ତ୍ରୀ। ପୂର୍ବ ସରକାରଙ୍କ ପକ୍ଷରୁ ଖବରକାଗଜକୁ ଦିଆଯାଇଥିବା ବିଜ୍ଞାପନ ତଥ୍ୟ ଦେଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ, ୫-ଟି ଅଧ୍ୟକ୍ଷଙ୍କ ଫଟୋ ଲଗା ବିଜ୍ଞାପନ ତଥ୍ୟ ଦେଇଥିଲେ। ବିଭିନ୍ନ ଖବରକାଗଜକୁ ୧୫ କୋଟି ୨୬ ଲକ୍ଷର ବିଜ୍ଞାପନ ନେଇ ତଥ୍ୟ ଦେଇଥିଲେ। Post navigation କୋରାପୁଟ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ; ଆସନ୍ତାକାଲି ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ଛୁଟି ମୁଖ୍ୟମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ ଜେଏସପି ଅଧ୍ୟକ୍ଷ ନବୀନ ଜିନ୍ଦଲ